No Result
View All Result
୨୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକ ମେରାପଲ୍ଲି ପଞ୍ଚାୟତର ବନ୍ଧାଗୁଡା ଗ୍ରାମର ବିପ୍ର ମଲ୍ଲିକ ଜଙ୍ଗଲକୁ ମହୁଲଫୁଲ ଗୋଟେଇବାକୁ ଯାଇଥିବା ସମୟରେ ସେଠାରେ ଥିବା ମହୁମାଛି ଘରରୁ ବାଘମହୁମାଛି ଆକ୍ରମଣ କରିଥିଲା ଯାହାଫଳରେ ଶରିରରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି ।
ଗୁରୁତ୍ବ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ୍ ସ୍ଥାନାନ୍ତର କରିଥିବା ନେଇ ସ୍ଥାନୀୟ ଡାକ୍ତର କହିଛନ୍ତି ।
No Result
View All Result