ଅଥଚ, ଝରଣାରୁ ଜରି ଆସୁଥିବା ପାହାଡ ନଦୀ ନାଳ ଘେରା ଅମୃତମୟ ଗଚ୍ଛ ବଣ ବନ ଚଲା ପଥ ଦେଇ ଗୋଟିଏ ଲକ୍ଷ୍ୟ ସ୍ଥାନ ଅନୁସରଣରେ ପହଞ୍ଚି ସେହି ମହା ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଆଲୋଚନା କରିବା ନେଇ ଆଗ୍ରହ ସହକାରେ ବାକ୍ୟ ଆଳକୁ ଆଗନ୍ତୁକ ହୋଇଥିଲେ । ଏହି 73ତମ ବାର୍ଷିକ ମହାସଭା ବାରପ୍ରାପ୍ତ ସେରଙ୍ଗ ସମ୍ମିଳନୀ ଅଣ ଦେଖା ହୋଇଥିବାବେଳେ ବିନା ପାଳକ,ଡିକନ୍,ଚାଳକରେ ଏହି ମହାସଭା ଗୋଟିଏ ଅତି ମହା ଆଳମ୍ଭରରେ ସଭା ହୋଇଥିବା ଦେଖା ଦେଇଛି । ଏହି ସହ ସହ ଲୋକମାନୁଙ୍କୁ ବା ପ୍ରଜାମାନଙ୍କୁ ଅନାଥରେ ରହିଥିବା ଦେଖା ଦେଇଛି ।
କରଞ୍ଜାସିଂ ଏରିଆ 22 ଗୋଟି ମଣ୍ଡଳୀ ଅନାଥରେ ଦୁଃଖ,କଷ୍ଟ ସହି ଥିଲେ ମଧ୍ୟ ଆଜି ଏକ ମହା ଆର୍ଶିବାଦ ସଭା ଆକର୍ଷିତ ଅନୁଭବ ଆଲୋଚନା ମୂଳକ ମହା ସଭା ବାକ୍ୟ ନେଇ “ପତ୍ର କୁଟୀର ପର୍ବର ମୂଳ ଉଦ୍ଦେଶ୍ୟ” ଅନେକ ବିଷୟ ଶିକ୍ଷା ଅନୁସରଣ ହୋଇପାରିଥିବା ଭକ୍ତା ମହାଶୟଙ୍କ ଦ୍ବାରା ସାନ୍ତନା ଆଲୋକ ଦେଇ ବୁଝାଇଥିଲେ । ଏହି 22 ଗୋଟି ମଣ୍ଡଳୀ 3 ବର୍ଷ ପୂର୍ତ୍ତି ମଧ୍ୟରେ ବହୁତ କଷ୍ଟ ବିନା ପାଳକ, ଡିକନ୍,ଚାଳକ ମଧ୍ୟରେ ଅନାଥ ସହ ରହିଥିବା ଜଣାପଡି ଥିବାବେଳେ ଆଜିର ସୁ-ଭକ୍ତା ବାକ୍ୟ ଦ୍ବାରା ସାନ୍ତନା ଦେଇଥିଲେ ।
ଏହି ସଭାରେ ଏଷ ରାଇକ, ଶରତ ଦଳବେହେରା, ସିପାନ୍ତୁ ଗମାଙ୍ଗ, ଯୋସେଫ୍ ରାଇକା,ରାଜୁ ରଇତ, କଇନ ରାଇକା,ବିଲିଆମ୍ ଶବର, ଜନାଥ ରାଇକା,ପ୍ରଭାତି ଶବର, ପ୍ରେରିରୀତା ଶବର,ତେସ୍ଲନୀ ଶବର, ତିତିସିଂ ପାଷ୍ଟ୍ର,ତାରବସିଂ ପାଷ୍ଟ୍ର,ୱାଡ ମେମ୍ବର,ସରପଞ୍ଚ ଗଣ,ସମିତି ସଭ୍ୟ ଗଣ ସହ ସସ ଲୋକ ଉପସ୍ତିତ ରହିଥିବା ବେଳେ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ତୋଏ ଗ୍ରାମରୁ ଶ୍ରୀ-ଦାଉଦ ରଇତ ପ୍ରମୁଖ ଥିଲେ ।
© 2023 Odisha Taza News.