• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ରାୟଗଡ଼ା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଅବକାରୀ ଚଢ଼ାଉ – ୩ଜଣକୁ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
February 25, 2023
in ଅପରାଧ, ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡ଼ା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଅବକାରୀ ଚଢ଼ାଉ – ୩ଜଣକୁ ଗିରଫ
Share on FacebookShare on TwitterWhatsapp

୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :-  ରାୟଗଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଅବକାରି ବିଭାଗ , ରାୟଗଡ଼ା ଶେଷଖାଲ ଆରୋକ୍ଷୀ ବିଭାଗ ଙ୍କ ସହାୟତା ରେ ଏକ ମିଳିତ ଚଢ଼ାଉରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତ ରେ ଥିବ ଗ୍ରାମ ସାନ ସାନ୍ଦୁବାଡି ଏବଂ ଶୀକାବାଡି ରେ କରାଯାଇଥିଲା l ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଅଭିରାମ ବେହେରା ଙ୍କ ନେତୃତ୍ବ ରେ ହଇଥିବା ଏହି ଅତର୍କିତ ଚଢ଼ାଉ ରେ ଓଡିଶା ଅବକାରୀ ବିଭାଗ ର ୬୫ ଅଧିକାରୀ , ଆନ୍ଧ୍ର ଅବକାରୀ ବିଭାଗ ର ୩୯ ଅଧିକାରୀ ଏବଂ ଶେଷଖାଲ ଥାନା ଆରୋକ୍ଷୀ ବିଭାଗ ପକ୍ଷରୁ ୧୦ ଜଣ ଭାଗ ନେଇଥିଲେ lସକାଳେ ୬ ଘଣ୍ଟା ସମୟ ରେ ବିଭାଗୀୟ ଅଧିକାରୀ ମାନେ ନିଜ ଦଳ କୁ ନେଇ ଶେଷଖାଲ ଥାନା ପରିଶର ରେ ଏକଜୁଟ ହେଇଥିଲେ l ଜିଲ୍ଲା ଅବକାରୀ ଅଧିକାରୀ ଏବଂ ଆନ୍ଧ୍ରପ୍ରଦେଶ ଅବକାରୀ ଅଧିକାରୀ ଯୋଜନା କୁ କିଭଳି ସଫଳ ରୂପେ କାର୍ଯ୍ୟକାରୀ କରାଯିବ ସେଥି ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଅଧିକାରୀ ଙ୍କୁ ୩ ଟି ଅଲଗା ଦଳ ରେ ଭାଗ କରି ଥିଲେ l ସାନ ସାନ୍ଦୁବାଡି ଓ ଶୀକାବାଡି ଅଞ୍ଚଳ ରୁ ବେଆଇନ ଦେଶୀ ମଦ କାରବାର ର ସମସ୍ୟା ବାରମ୍ବାର ସାମ୍ନା କୁ ଆସୁଥିବା ଯୋଗୁଁ ଏହି ଚଢ଼ାଉ ରେ ସମସ୍ତ ସନ୍ଦିଗ୍ଧପୁର୍ଣ ଘର ର ତୋଲାସ କରିବା ମଧ୍ୟ ଯୋଜନା ଅନ୍ତର୍ଭୁକ୍ତ କରା ଯାଇଥିଲା l ଗ୍ରାମ ରେ ପହଂଚିବା ପରେ ଦୁଇ ଦଳ ମାଜିଷ୍ଟ୍ରେଟ ଶ୍ରୀ ପ୍ରଫୁଲ୍ଲ ବେହେରା assistant collector ଏବଂ ଶେଷଖାଲ ସବ ଇନ୍ସ୍ପେପେକ୍ଟର ଶ୍ରୀ ବାବାଜୀ ପଣ୍ଡା ଙ୍କ ସମୁଖ ରେ ଗ୍ରାମ ର ସନ୍ଦେହସ୍ପଦ ଗୃହ ର ତୋଲାସ କରିଥିଲେ l ଉକ୍ତ ଚଢ଼ାଉ ରେ ୩ ଜଣ ସନ୍ଦିଗ୍ଧ ଙ୍କୁ ଗିରଫ କରାଯାଇଥିଲା ଆସାମୀ ମାନେ ହେଲେ ରାଜୁ ଗାଣ୍ଟା (୪୫), ଫୁଲନ୍ତି ଗାଣ୍ଟା (୪୮), ରତ୍ନାଲୁ କ୍ରିଷ୍ଣା ରାଓ (୫୦) l ଉକ୍ତ ଚଢ଼ାଉ ରେ ୬୧୦୦ ଲିଟର ଦେଶୀ ପଚ, ୨୦୦ କିଲୋ ମହୁଲ, ୬୭୪ ଲିଟର ଦେଶିମଦ ବରାମତ ହେଇଥିଲା l ଏବଂ ଗ୍ରାମ ପରିସର ର ୩ ଟି ସ୍ଥାନ ରୁ ଉକ୍ତ ୬୧୦୦ ଲିଟର ଦେଶୀ ପୋଚ ଏବଂ ୫୫ ଟି ତ୍ରୋମ ଜବତ ହେଇଥିଲା l ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ହେଇଥିବା ଏହା ଏକ ସବୁଠୁ ବଡ ଧରଣ ର ଚଢ଼ାଉ ଭାବେ ପରିଗଣିତ ହେଉଛି l ଚଢ଼ାଉ ସମୟ ରେ ଜବତ ହେଇଥିବା ମହୁଲ ର ମୂଲ୍ୟ ଆନୁମାନିକ ୨୫୦୦ ଟଙ୍କା ଏବଂ ଜବତ ଦେଶୀ ମଦ ଏବଂ ପଚ ର ମୂଲ୍ୟ ୪ ଲକ୍ଷ୍ୟ ୬୦୦୦ ଟଙ୍କା ହେବ ବଲି ଶ୍ରୀ ଅଭିରାମ ବେହେରା ସୂଚନା ଦେଇଛନ୍ତି l ଓଡିଶା ଆନ୍ଧ୍ର ପ୍ରଦେଶର ମିଳିତ ଚଢ଼ାଉ ର ଆକ୍ସନ ପ୍ଳାନ ଅବକାରୀ commisioner ଆଶିଷ କୁମାର ସିଂ, ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଏବଂ ରାୟଗଡା ଆରୋକ୍ଷୀ ଅଧିକାରୀ ଶ୍ରୀ ବିବେକାନନ୍ଦ ଶର୍ମା ଙ୍କ ଅନୁକୂଲ୍ୟ ରେ ହେଇଥିବା ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ଅଭିରାମ ବେହେରା ସୂଚନା ଦେଇଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version