No Result
View All Result
୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗଡ଼ ବ୍ଲକ୍ :- ନୂଆଗଡ଼ ବ୍ଲକ୍ ଆତରସିଂ ପଞ୍ଚାୟତରେ ଏକ ସାମାଜିକ ସମୀକ୍ଷାର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସଭାପତିତ୍ବ ଭାବେ ଅନିତା ଜେନା ପରିଚାଳନା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୢହ ନିମନ୍ତେ ଆଲୋଚନା କରାଯାଇଥିଲା ।୨୦୧୬-୨୦୧୭ ରେ ରାର୍ଯ୍ୟାଦେଶ ପାଇବା ପରେ ମଧ୍ଯ ଘର ଅସପୂର୍ଣ୍ଣ ରହିଥିବାର କାରଣ ସହିତ ମନରେଗା ,ପୋଖରି ଖନନ ,ଜମି ସମତଳ ଆଦି ବିଷୟରେ ଆଲୋଚନା ହୋଇଥିଲା ।
ମନରେଗା କାମର ବିଲ ବିଳମ୍ବ ହେଉଥିବା ନେଇ ଶ୍ରମିକ ଆଜିର ଗ୍ରାମ ସଭା ବୈଠକରେ ଲୋକ ଅଭିଯୋଗ କରିଥିଲେ । ଆତରସିଂ ଗ୍ରାମର ସରପଞ୍ଚ ଜୀବନି ଗମାଙ୍ଗ କାର୍ଯ୍ୟା ଗ୍ରାମ ରୋଜଗାର ସେବକ ନଳିନୀକାନ୍ତ ବେହେରା ସମିତି ସଭ୍ଯ ରୁତନି ରାଇକା ,ଏବଂ ନୂଆଗଡ଼ର ଭିଆରପି ଅନିତା ଜେନା,ମିସ୍ମିରା ଜେନା,ଏବଂ ଗ୍ରାମ ପଞ୍ଚାୟତ ପ୍ରତି ବୁଦ୍ଦିଜୀବୀ ଉପସ୍ଥିତ ଥିଲେ ।

No Result
View All Result