• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡିଏଲ କରାଇଦେବା ନାଁରେ ଠକେଇ : ଫେକ୍ ଡିଏଲ କରି ଟଙ୍କା ହରିଲୁଟ – ଘଟଣାର ଫର୍ଦ୍ଧାଫାଶ କଲା ପୋଲିସ ଜଣେ ଗିରଫ ବହୁ ସାମଗ୍ରୀ ଜବତ

Proprietor Abhimanyu Maharana by Proprietor Abhimanyu Maharana
October 16, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ଡିଏଲ କରାଇଦେବା ନାଁରେ ଠକେଇ : ଫେକ୍ ଡିଏଲ କରି ଟଙ୍କା ହରିଲୁଟ – ଘଟଣାର ଫର୍ଦ୍ଧାଫାଶ କଲା ପୋଲିସ ଜଣେ ଗିରଫ ବହୁ ସାମଗ୍ରୀ ଜବତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଶନିବାର) ବୈପାରିଗୁଡା :- ରାଜ୍ୟସରକାରୀ ଦୁର୍ଘଟଣାକୁ କମାଇବା କୁ ଯାଇ ଯାନବାହାନ ଯାଂଚକୁ ଗୁରୁତ ଦେଇ ପ୍ରତିଦିନ କେଉଁ କେଉଁ ଠି ନା କେଉଁ ଠି ପୋଲିସ କିମ୍ବା ପରିବହନ ବିଭାଗର କର୍ମଚାରୀ ମାନେ ରାସ୍ତାରେ ଜଗି ଯାନବାହାନ ଯାଂଚ କରୁଥିବା ବେଳେ ଜରିମାନା ଠାରୁ ରକ୍ଷା ପାଇବା ନେଇ ଗାଡି ଚାଳକ ମାନେ ଡିଏଲ କିମ୍ବା ଏଲଏଲ କରୁଥିବା ବେଳେ ସେଗୁଡିକ ସମ୍ପର୍ଣ୍ଣ ଭାବେ ଫେକ୍ ଥିବା ଜାଣି ବୈପାରିଗୁଡା ପୋଲିସ ତଦନ୍ତ ଚଳାଇ ଥିବା ବେଳେ ଏହି ଘଟଣାରେ ଜଣେ ଯୁବକ ଗିରଫ ହୋଇଥିବାର ଜଣାପଡିଛି । ଗତ କିଛି ଦିନ ହେବ ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଥାନା କର୍ମଚାରୀ ମାନେ ବୈପାରିଗୁଡାର ବିଭିନ୍ନ ସ୍ଥାନରେ ଗାଡିମଟର ଯାଂଚ କରୁଥିବା ବେଳେ ଗାଡି ଚାଳକଙ୍କୁ ତାଙ୍କ ଗାଡିର କାଗଜପତ୍ର ସହିତ ଡ୍ରାଇଭିଂ ଲାଇସେନ୍ସ ମାଗି ଯାଂଚ ମଧ୍ୟ କରୁଥିବା ସମୟରେ ଏକାଧିଂକ ଗାଡି ଚାଳକଙ୍କ ଠାରୁ ଫେକ୍ ଡିଏଲ ଓ ଏଲଏଲ ବାହାରିଥିଲା ।

ତେବେ ଏହି ଘଟଣାକୁ ଥାନା ଅଧିକାରୀ ଶ୍ୱିନୀ କୁମାର ପଟ୍ଟନାୟକ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ କରିବା ସମୟରେ ପୋଲିସ ଏହି ଫେକ୍ ଡିଏଲ ଘଟଣାର ଫର୍ଦ୍ଦାଫାଶ କରି ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଅଂଚଳର ଜଣେ ଯୁବକଙ୍କୁ ଗିରଫ କରିବାରେ ବଡ ସଫଳତା ହାସଲ କରିଛି । ଆଜି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ବୈପାରିଗୁଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ବିଷୟରେ ସମ୍ପର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହା ସହ ମଧ୍ୟ କହିଥିଲେ ଯେ ଜଣ ବ୍ୟକ୍ତିଙ୍କୁ ବାଣିନିପୁଟ ଅଂଚଳର ଜଣେ ଯୁବକ ଡ୍ରାଇଭିଂ ଲାଇସେନ୍ସ କରାଇଦେବା କହି ସେହି ବ୍ୟକ୍ତି ଜଣଙ୍କୁ ଫେ୍‌କ ଡିଏଲ ପ୍ରଦାନ କରିଥିଲେ ଏବଂ ପରବର୍ତିୀ ସମୟରେ ଜଣାପଡିଥିଲା ଯେ ସେହି ଡିଏଲ ଫେକ୍ ଥିବା ଜାଣି ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ବୈପାରିଗୁଡା ପୋଲିସ ଏହି ଏତଲାକୁ ଭିର୍ତି କରି ବାରିଣୀପୁଟ ଗ୍ରାମକୁ ଯାଇ ଯୁବକଙ୍କୁ ଗିରଫ କରିବା ସହିତ ସେଠାରୁ ଲ୍ୟାପଟପ୍‌, ୨ ଟା ପିଣ୍ଟର, ବହୁ ଗୁରୁତପୂର୍ଣ୍ଣ କାଗଜପତ୍ର, ଫେକ୍ ଡିଏଲ ଏଲଏଲ, ଆଧାର କାର୍ଡ ସହ ବହୁ ଜିନିଷପତ୍ର ଜବତ କରିଛି । ତେବେ ଆଦିବାସୀଙ୍କୁ ଏହି ଯୁବକ ଜଣକ ନିଜକୁ ଆରଟିଓ ଏଜେଣ୍ଠ କହି ବୈପାରିଗୁଡା ଅଂଚଳରେ ବହୁ ସଂଖ୍ୟାକ ଲୋକ ଏହି ଯୁବକର ହାବୁଡରେ ପଡି ହଜାର ହଜାର ଟଙ୍କା ଠକେଇର ଶିକାର ହୋଇଥିବା ବେଳେ ଆଜି ସମସ୍ତ ବୈପାରିଗୁଡା ଥାନାରେ ପହଂଚିଥିବାର ଦେଖିବାକୁ ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version