• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୈପାରିଗୁଡାରେ ନାହିଁ ଟ୍ରାଫିକ୍ ସିଗନାଲ୍‌ : ଭିଡ ନିୟନ୍ତ୍ରଣ କରିବାକୁ ନାକେଦମ୍ ଲୋକେ

Proprietor Abhimanyu Maharana by Proprietor Abhimanyu Maharana
May 15, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ବୈପାରିଗୁଡାରେ ନାହିଁ ଟ୍ରାଫିକ୍ ସିଗନାଲ୍‌ : ଭିଡ ନିୟନ୍ତ୍ରଣ କରିବାକୁ ନାକେଦମ୍ ଲୋକେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ବୈପାରିଗୁଡା :- ଦୁଇ ବର୍ଷ ହେବ ରାଂଚି ବିଜୟଓ୍ବାର୍ଡା ଜାତୀୟ ରାଜପଥ କାର୍ଯ୍ୟ ବୈପାରିଗୁଡା ଗ୍ରାମ ଦେଇ ରାସ୍ତା ନିର୍ମାଣ ହେବା ପରେ ରାସ୍ତା ସଂପ୍ରସାରିତ ହେଉଛି । ସେହି ହିସାବରେଜନସଂଖ୍ୟା ବି ବଢିବାରେ ଲାଗିଛି । ସେହି ଅନୁସାରେ ଗାଡି ଚଳାଚଳ ପରିମାଣ ବି ବ୍ଲକ ସହିତ ବୈପାରିଗୁଡା ଗ୍ରାମରେ ବୃଦ୍ଧି ପାଇଛି । ପର୍ବପର୍ବାଣୀ, ପୂଜା ଯାତ୍ରା ସମୟରେ ବୈପାରିଗୁଡା ସହରର ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ୍‌ ହେଇଯାଏ । ମାତ୍ର ଏବେ କିଛି ଦିନ ହେବ ଘର ରୁ ବାହାରିବା ମାତେ ମୁଖ୍ୟଛକ ସହିତ ଦୁର୍ଗା ମନ୍ଦିର ରାସ୍ତା ,ଗୌଡସାହି , ମାଲକାନଗିରି ଯିବା ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଥିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖ୍ୟନ ମଧ୍ୟ ହେଉଛନ୍ତି ! ରାସ୍ତା ଜାମ୍ ଦେଖି ଲୋକେ ବିକଳ୍ପ ବାଟ ଖୋଜି ଗଳି କନ୍ଦି ଦେଇ ଯିବାକୁ ବାଧ୍ୟ ହୁଅନ୍ତି ।

ଗଳି କନ୍ଦିରେ ବି ଫୁର୍‌ସତ ମିଳେନି । କାରଣ ଯିଏ ଯେଉଁ ପାଇଲା ଗାଡି ରଖି ଚାଲି ଯାଉ ଛନ୍ତି ତ କିଏ ଗାଡି ଉପରେ ବସି ମଧ୍ୟ ଅନ୍ୟ ଗାଡିକୁ ରାସ୍ତା ଦିଅନ୍ତି ନାହିଁ ! ବ୍ୟସ୍ତ ହେଇ ପଡୁଥିବା ବୈପାରିଗୁଡା ଗ୍ରାମର ଟ୍ରାଫିକ ନିୟନ୍ତ୍ରଣକୁ ଆଖି ଆଗରେ ରଖି ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା କରିବା ନେଇ ସାଧାରଣ ରେ ମତ ପ୍ରକାଶ ପାଉଥିବା ବେଳେ ସରକାର ଏଥିପ୍ରତି କେବେ ଦୃଷ୍ଟି ଦେବେ ବୋଲି ଜନସାଧାରଣଙ୍କ ମଧ୍ୟ ପ୍ରଶ୍ନବାଚୀ ସୁଷ୍ଟି କରିଛି ! ସେହିପରି ଅପରାଧୀଙ୍କୁ ଧରିବା ପାଇଁ ବୈପାରିଗୁଡା ଗ୍ରାମର ବିଭିନ୍ନ ଛକ ମାନଙ୍କରେ ସିସିଟିଭି ଲଗାଯାଇଥିଲା ! କିନ୍ତୁ ୨ ରୁ ୩ ଟି ସ୍ଥାନରେ ଏବେ ବଧ୍ୟ ସିସି କ୍ୟାମେରା ଖରାପ ହୋଇ ଭାଙ୍ଗି ପଡିଥିବା ର ଶୁଣିବାକୁ ମିଳେ ! ସେହିପରି ହଜାର ହଜାର ସଂଖ୍ୟାରେ ବ୍ଲକ ବାହାରୁ ତଥା ଜିଲାର ବିଭିନ୍ନ ଅଞ୍ଚଳରୁ କାମ ପାଇଁ ଦୁଇ ଚକିଆ, ଚାରି ଚକିଆ ଗାଡିରେ ଲୋକେ ବୈପାରିଗୁଡା ଗ୍ରାମକୁ ଆସନ୍ତି ।

ବୈପାରିଗୁଡା ମୁଖ୍ୟ ଛକରେ ଜଗନ୍ନାଥ ମନ୍ଦିର ସହିତ ୟାତାୟତ କରୁଥିବା ଯାନବାହାନ ରହିବା ସହ ଯାତ୍ରୀ ମାନେ ମଧ୍ୟ ୟାତାୟତ ପାଇଁ ସେହି ସ୍ଥାନରେ ହିଁ ରହନ୍ତି ! ସେହି ପରି ଭାବେ କୁନ୍ଦୁରା ରାସ୍ତା ଦେଇ ପ୍ରତିଦିନ ଅନେକ ଲୋକେ ଡାକ୍ତରଖାନା ଯିବା ଆସିବା କରିବା ସହିତ ଆମ୍ବୁଲାନ୍ସ ମଧ୍ୟ ୟାତାୟତ କରିବା ସମୟରେ ଗୌଡସାହି ର ତ୍ରିନାଥ ମନ୍ଦିର ଛକରେ ବି ସବୁଦିନିଆ ଭିଡ ଦେଖିବାକୁ ମିଳେ । ପର୍ବପର୍ବାଣୀ, ପୂଜା, କୌଣସି ଆନ୍ଦୋଳନ, ସମାବେଶ ତଥା ଯାତ୍ରା ସମୟରେ ସହରରେ ଟ୍ରାଫିକ ବ୍ୟବସ୍ଥା ବେହାଲ ହୋଇଯାଏ । ସେହି ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ଥିବା ପୋଲିସ ଓ ହୋମଗାର୍ଡ ଙ୍କ ପାଇଁ ମୁଣ୍ଡ ଘବରାଇ ଯାଏ । ତେଣୁ ବୈପାରିଗୁଡା ର ମୁଖ୍ୟ ମୁଖ୍ୟ ଛକରେ ଟ୍ରାଫିକ ସିଗ୍‌ନାଲ୍‌ ଲଗାଇବା ସହିତ ଜଣେ ଜଣେ କର୍ମଚାରୀ ଙ୍କୁ ଟ୍ରାଫିକ ଦାୟିତ୍ୱରେ ରଖାଯିବା ନେଇ ସବୁ ସମୟରେ ମତ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ତରଫରୁ କାର୍ଯ୍ୟକାରୀ ଶୂନ !

ସିଗ୍‌ନାଲ୍‌ ଥିଲେ ସେମାନେ ତଦାରଖ କରିବା ସହ ଭିଡ ମଧ୍ୟ ନିୟନ୍ତ୍ରଣ କରି ଲୋକଙ୍କୁ ସଚେତନ କରିପାରିଥାନ୍ତି । ବେଳେ ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ମୁଖ୍ୟଛକ ର ଆଖପାଖରେ ଘଟୁ ଥିବାର ନଜର ରହିଛି । ସକାଳ ଓ ରାତ୍ରି ତୁଳନାରେ ଅପରାହ୍ନ ଓ ସନ୍ଧ୍ୟା ସମୟ ରେ ହିଁ ଟ୍ରାଫିକ ନିୟନ୍ତ୍ରଣ କରିବା ଚେଲେଞ୍ଜ ସଦୃଶ ହୋଇପଡିଛି । କାରଣ ସ୍କୁଲ ଓ କଲେଜ ଛୁଟି ହେଉଥିବା ବେଳେ କିଛି ବିଦ୍ୟାତି ମାନେ ବାଇକ ଧରି ରାସ୍ତା ଉପରେ ଠିଆ ହେଉଥିବା ବେଳେ ସଂନ୍ଧ୍ୟାରେ ଯାନବାହାନ ପାଇଁ ଟ୍ରାଫିକ୍ ଜାମ୍ ହେଉଥିବାର ଦେଖାଯାଉଛି ! ଏ ସମସ୍ତ ଘଟଣା ଉପରେ ପ୍ରଶାସନ ଓ ରାଜ୍ୟ ସରକାର ସତନ୍ତ୍ର ଦୁଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version