• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋଇଲମା ଅଞ୍ଚଳରେ ଖଣି ମାଫିଆ ରାଜ ବିରୋଧରେ ଅଞ୍ଚଳ ବାସୀ ଙ୍କ ସାଧାରଣ ସଭା

Proprietor Abhimanyu Maharana by Proprietor Abhimanyu Maharana
October 31, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
କୋଇଲମା ଅଞ୍ଚଳରେ ଖଣି ମାଫିଆ ରାଜ ବିରୋଧରେ ଅଞ୍ଚଳ ବାସୀ ଙ୍କ ସାଧାରଣ ସଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ରଣପୁର,କୋଇଲମା :- ରଣପୁର ତହସିଲ,କୋଇଲମା ମୌଜା ର ଗ୍ରାମ୍ୟ କମିଟି ତଥା ଆବାହକ ମଣ୍ଡଳୀ ର ଆହ୍ବାନରେ ବେଆଇନ ଖଣି ଉତ୍ତୋଳନ ଓ ଖଣି ମାଫିଆ ରାଜ ବିରୋଧରେ ଆଜି ଅପରାହ୍ନ ୩ଟା ରେ କୋଇଲମା ଖେଳ ପଡିଆ ଠାରେ ଶ୍ରୀଯୁକ୍ତ ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଜନ ସଚେତନ ସଭା ଅନୁଷ୍ଠିତ ହୋଇ ଯାଇଛି । ଟାଙ୍ଗିରି ପାହାଡ଼ ,ଗିରିପୂଜା ଓ ଖଣ୍ଡୁଆଳ ପାହାଡ଼ କୁ ରଣପୁର ତହସିଲ ପ୍ରଶାସନ ବିନା ପଲ୍ଲୀ ସଭା ଓ ବିନା ଗ୍ରାମ ସଭାରେ ବେଆଇନ ନିଲାମ ଦେଇ ପଥର ଫୁଟାଇବାର ଅନୁମତି ଦେଇଥିବାରୁ ଲିଜି ଧାରୀମାନେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ବେଆଇନ ଭାବେ ପ୍ରଦୁଷଣ ,

ପରିବେଶ ଧ୍ୱଂସ ଓ ଗଭୀର ଶବ୍ଦ କରିବାରୁ ବୃନ୍ଦାବନପୁର ଓ ଲୋଧାଚୁଆ ଅଞ୍ଚଳର ସମସ୍ତ ଗ୍ରାମରେ ପକା ଘର ଫାଟି ଆଁ କରିବା,ଜଙ୍ଗଲ ଧ୍ଵସଂ ହେବା,ଜଙ୍ଗଲ ଜୀବ ଜନ୍ତୁ ଆଦି ଭୟଭୀତ ହୋଇ ଗାଁ ମୁଂହା ହେବା,ରାସ୍ତା ଧ୍ଵସଂ ବିଧ୍ୱସ୍ତ ହେବା ଆଦି ବଢି ଛଲିଥିବା ବେଳେ ଲୋକେ ଆତଙ୍କିତ ହୋଇଛନ୍ତି ଓ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ସାଜିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ  ।

ଆଧିକ ଲାଭ ଉଠାଇବାକୁ ଯାଇ ନିଲାମ ଧାରୀ ମାନେ ଖୋର୍ଧା ଜିଲ୍ଳା ତାପଙ୍ଗ ଅଞ୍ଚଳର ଖଣି ମାଫିଆ ମାନଙ୍କୁ ଆଣି ପ୍ରବେଶ କରାଇ ମନ ଇଛା ଜନ ଜୀବନକୁ ସଙ୍କଟ ରେ ପକାଇ ଦିନକୁ ୫୦୦ଟ୍ରିପ ହାୱାଇ ଜରିଆରେ ଉତ୍ତୋଳନ କରି ଚାଲିଛନ୍ତି।ଯାହାକି ପ୍ରଶାସନ ଓ ଖଣି ମାଫିଆଙ୍କ ଆସାଧୁ ମେଣ୍ଟ ହୋଇଛି ବୋଲି ବକ୍ତା ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ଖଣି ବନ୍ଦ କରା ଯିବା ସହ ମାଫିଆ ରାଜ ବନ୍ଦ କରିବାକୁ ପ୍ରଶାସନ କୁ ସଭା ତରଫରୁ ଦାବୀ କରାଯାଇଛି।ନଚେତ କ୍ରିୟାନୁଷ୍ଠାନ କମିଟି ଏହା ବିରୋଧରେ ଜନସାଧାରଣ ଙ୍କୁ ନେଇ ତୀବ୍ର ଆନ୍ଦୋଳନ କରିବ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସଭା ତରଫରୁ ଚେତାବନୀ ଦିଆ ଯାଇଛି ।

ଏହି ସଭାରେ ସୂର୍ଯ୍ୟ କାନ୍ତ ମହାପାତ୍ର, ଗିରିଜାକାନ୍ତ ମହାପାତ୍ର, ମହାଦେବ ମହାରଣା, ସୁରେଶ ସ୍ବାଇଁ,ଭାଗିରଥି ନାୟକ,ଭିକାରୀ ଚରଣ ସାହୁ, ଅରକ୍ଷିତ ସାହୁ,ନୀଳମଣି ସାହୁ, ଗିରିସ ମହାପାତ୍ର,ରଞ୍ଜନ ସିଂ, ଆଲୋକ ଜେନା, କୈଳାସ ସାହୁ,ଭିକାରୀ ଚରଣ ସାହୁ ଓ ଆଲୋକ କୁମାର ଜେନା ପ୍ରମୂଖ ବକ୍ତବ୍ୟ ଦେଇ ଥିଲେ । ପ୍ରାୟ ଶତାଧିକ ଲୋକ ଉକ୍ତ ସଭାରେ ଯୋଗଦେଇଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିବେଦନ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

May 16, 2026
ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

May 16, 2026
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

ପାରାମେଡିକାଲ୍ କୋର୍ସରେ ଅଗ୍ରଣୀ ସଫଳତା ; ବିଶ୍ୱାସ ପାରାମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଦୃଢ ପରିଚୟ

May 16, 2026
ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

May 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version