• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ବାଲାନ୍ସଡ୍ ଆଡ୍‌ଭାଟେଂଜ୍ ଫଣ୍ଡ୍‌ କ୍ଷେତ୍ରରେ ପ୍ରବେଶ

Proprietor Abhimanyu Maharana by Proprietor Abhimanyu Maharana
October 6, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଆକ୍ସିସ୍ ବ୍ୟାଙ୍କର ହ୍ୱାଟସ୍‌ଆପ୍‌ ବ୍ୟାଙ୍କିଙ୍ଗ ୧ ନିୟୁତ ଗ୍ରାହକ ମାଇଲଖୁଂଟ ହାସଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଦେଶର ଅନ୍ୟତମ ଅଗ୍ରଣୀ ମ୍ୟୁଚୁଆଲ୍ ଫଣ୍ଡ୍ କଂପାନି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏହାର ପୁରୁଣା ଫଣ୍ଡ୍ ଆକ୍ସିସ୍‌ ଡାଇନାମିକ୍ ଇକ୍ୱିଟି ଫଣ୍ଡ୍‌ର ନାମ ପରିବର୍ତନ କରି ତାହାକୁ ଆକ୍ସିସ୍‌ ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍‌ରେ ପରିଣତ କରିଛି । ଏହା ହେଉଛି ଏକ ଓପେନ୍ ଏଣ୍ଡେଡ୍ ଡାଇନାମିକ୍ ସଂପତି ଆବଂଟନକାରୀ ଫଣ୍ଡ୍ ଯାହା ଇକ୍ୱିଟି ଓ ଫିକ୍ସଡ୍ ଆୟକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ସଂସ୍ଥା ମଧ୍ୟରେ ପ୍ରସ୍ତୁତ କରାଯାଇଥିବା ଏକ ପଦ୍ଧତି ଅନୁସାରେ ସଂପତିକୁ ଆବଂଟନ କରାଯାଉଛି ଯେଉଁଥିରେ ବଜାରର ସ୍ଥିତି ଅନୁସାରେ ଇକ୍ୱିଟିରେ ହୋଇଥିବା ନିବେଶକୁ ପରିଚାଳନା କରାଯାଉଛି । ଏଥିପାଇଁ ଏହା ନିବେଶକମାନଙ୍କ ଲାଗି ଉପଯୁକ୍ତ ଭାବେ ଉଭା ହୋଇଛି ଯାହା କେବଳ ବଜାର ଅସ୍ଥିରତାର ମୁକାବିଲା କରୁନାହିଁ ବରଂ ଦୀର୍ଘମିଆଦୀ ଭିତିରେ ସଂପତି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ପୁରୁଣା ଫଣ୍ଡ୍‌ର ନାମକୁ ନୂଆ ନାମରେ ପରିବର୍ତନ କରିବା ୨୦୨୧ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହୋଇଛି । ଏଥି ସହିତ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍‌ ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ ବର୍ଗରେ ପ୍ରବେଶ କରିଛି । ବଜାରରେ ଅସ୍ଥିରତା ସମୟରେ ନିବେଶକମାନେ ସୂଚୀ ଉପରେ ଥିବା ବେଳେ ସେୟାର କିଣୁଥିବା ବେଳେ କମ୍ ଥିବା ବେଳେ ବିକ୍ରି କରନ୍ତି, ଫଳରେ ସମ୍ପତିରେ ବଡ଼ ଧରଣର ହ୍ରାସ ଘଟେ । ଏଭଳି ବିପଦରୁ ନିବେଶକମାନେ ନିଜକୁ ସୁରକ୍ଷା ଦେଇପାରିବେ ଯଦି ସେମାନେ ଚତୁରତାର ସହ ବିପଦ ମୁକାବିଲା ଲାଗି ଏକ ଉତ୍ପାଦ ତିଆରି କରିପାରିବେ ।

ବାଲାନ୍ସଡ୍ ଆଡଭାଟେଂଜ୍ ଫଣ୍ଡ୍ ଉଭୟ ଇକ୍ୱିଟି ଓ ଫିକ୍ସଡ୍ ଆୟରେ ସର୍ବନିମ୍ନ ୦%ରୁ ସର୍ବାଧିକ ୧୦୦% ପର୍ଯ୍ୟନ୍ତ ନିବେଶ କରିବାର ନମନିୟତା ପ୍ରଦାନ କରୁଛି । ଏହି ସ୍କିମ୍‌ରେ ଆର୍‌ଇଆଇଟି ଓ ଇନ୍‌ଭିଆଇଟି ର ୟୁନିଟ୍‌ରେ ୦%ରୁ ୧୦% ପର୍ଯ୍ୟନ୍ତ ନିବେଶ କରିବାର ବ୍ୟବସ୍ଥା ରହିଛି । ଆକ୍ସିସ୍ ବାଲାନ୍ସଡ୍ ଆଡ୍‌ଭାଟେଂଜ୍ ଫଣ୍ଡ୍‌କୁ ନିଫ୍ଟି ୫୦ ହାଇବ୍ରିଡ୍ କମ୍ପୋଜିଟ୍ ଡେବ୍‌ଟ ୫୦:୫୦ ସୂଚୀରେ ବେଂଚ୍‌ମାର୍କ କରାଯାଇଛି । ଏଥିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ସୁଯୋଗ ଥିବା ଷ୍ଟକ୍‌ରେ ନିବେଶ କରାଯାଉଛି । ଏହି ଅବସରରେ ଚନ୍ଦ୍ରେଶ୍ ନିଗମ୍‌, ଏମ୍‌ଡି ଓ ସିଇଓ, ଆକ୍ସିସ୍ ଏଏମ୍‌ସି କହିଛନ୍ତି ଯେ, “ଏକ ନିବେଶକ ଭାବେ, ଆମେ ସମେସ୍ତ ଏହି ବିଶ୍ୱାସର ସହ ନିବେଶ କରିବାକୁ ଚାହୁଁ ଯେ ବଜାରରେ ଅସ୍ଥିରତା ସମୟରେ ଯେଭଳି ଆମ ନିବେଶ ପ୍ରଭାବିତ ନହେଉ । ବାଲାନ୍ସଡ୍ ଆଡ୍‌ଭାଟେଂଜ୍ ଫଣ୍ଡ୍‌ରେ ଏକ ବ୍ୟବସ୍ଥିତ ପ୍ରକ୍ରିୟାରେ ଇକ୍ୱିଟି ବିପଦକୁ ମୁକାବିଲା କରିବାର ସୁଯୋଗ ରହିଛି ଯେଉଁଥିରେ ଚତୁରତାର ସହ ଇକ୍ୱିଟି ନିବେଶକୁ ପରିଚାଳନା କରାଯାଇଥାଏ । ଆମର ବିଶ୍ୱାସ ରହିଛି ଯେ ବାଲାନ୍ସଡ୍ ଆଡଭାଟେଂଜ୍‌ ଫଣ୍ଡ୍ ନିବେଶକ ମାନଙ୍କ ନିବେଶ ଅନୁଭୂତିରେ ପରିବର୍ତନ ଆଣିବ ଓ ବିପଦର ମୁକାବିଲା କରି ଇକ୍ୱିଟିରେ ରହିିଥିବା ଦୀର୍ଘମିଆଦୀ ଅଭିବୃଦ୍ଧି ସୁଯୋଗର ଲାଭ ପ୍ରଦାନ କରିବ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର  ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

March 15, 2026
ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା : ବିଜେଡି

ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା : ବିଜେଡି

March 15, 2026
ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ : ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ

March 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର  ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର ଆକର୍ଷଣ ସୃଷ୍ଟି କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୮୩ଟି ମାମଲାଫଏସଲା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version