• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ଭୟଭିତ କୋରାଇ ବାସୀ ଛାଁ ଛାଁ ମାନିଲେ ‘ସଟ ଡାଉନ’ ବଜାର, ଛକ ଓ ରାସ୍ତା ଘାଟ ଖାଁ ଖାଁ – କୋରାଇ

Proprietor Abhimanyu Maharana by Proprietor Abhimanyu Maharana
April 24, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ଭୟଭିତ କୋରାଇ ବାସୀ ଛାଁ ଛାଁ ମାନିଲେ ‘ସଟ ଡାଉନ’ ବଜାର, ଛକ ଓ ରାସ୍ତା ଘାଟ ଖାଁ ଖାଁ – କୋରାଇ
Share on FacebookShare on TwitterWhatsapp

କୋରାଇ,ରିପୋର୍ଟ ରଶ୍ମିରେଖା ମଲ୍ଲିକଙ୍କ ( ଓଡିଶା ତାଜା ନ୍ୟୁଜ୍‌ ) କୋରାଇ.୨୪ ଏପ୍ରିଲ, ଶୁକ୍ରବାର :- ବିଶ୍ୱ ମହାମାରୀ କରୋନା ରୋଗୀ ଦେଶରେ କ୍ରମଶଃ ବଢିଯାଲିଥିଲା ବେଳେ ରାଜ୍ୟରେ ୯୪ଜଣ ଆକ୍ରନ୍ତ ଥିବା ଜଣା ପଡିଛି । ସେଥି ମଧ୍ୟରୁ ଭଦ୍ରକ, ଯାଜପର ଓ ବାଲେଶ୍ୱର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବିଢି ଚାଲଇଥିବାରୁ ଏହା ପଶ୍ଚିମବଙ୍ଗ ଲିଙ୍କ୍‌ରୁ ହେଉଥିବାରୁ ଏହି ତିନି ଜିଲାକୁ ୬୦ଘଂଟା ପାଇଁ ‘ସଟ ଡାଉନ’ କରାଯାଛି । ମାର୍ଚ୍ଚ ୨୨ତାରିଖ ‘ଜନତା କର୍ଫୁ’ ଓ ୩୦ତାରିଖ ଯାଏ ଲକଡାଉନ ହୋଇଥିଲା । ଏବେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ‘ଲକ ଡାଉନ’ ଚାଲିଥିଲା ବେଳେ ପରିସ୍ଥିତି ଦୃଷ୍ଟିରୁ ସରକାରଙ୍କ ନିର୍ଦେଶ କ୍ରମରେ ଜିଲାପାଳ ରଞ୍ଜନକୁମାର ଦାସ ଯାଜପୁର ଜିଲାକୁ ଏବେ ସଂପୂର୍ଣ୍ଣଭାବେ ‘୬୦ଘଂଟିଆ ସଟ ଡାଉନ’ ଜାରିକରିଛନ୍ତି ।

ଏହା ୨୩ତାରିଖ ଗୁରୁବାର ରାତି ୧୦ଟାରୁ ଆରମ୍ଭ ହୋଇଥିଲା ବେଳେ ୨୬ତାରିଖ ରବିବାର ସକାଳ ୧୦ଟା ଯାଏ ବଳବତର ରହିବ । ନିର୍ଦେଶ ଅନୁଯାୟୀ ‘ସଟ ଡାଉନ’ ନୀତିମାନି ଯାଜପୁର ଜିଲାର କୋରାଇ ଅଂଚଳର ଅଧିବାସୀମାନେ ବାହାରକୁ ବାହାରି ନାହଁନ୍ତି । ବିଶେଷକରି କୋରାଇ ବ୍ଲକର ମକୁନ୍ଦପୁରୁ ଜଣେ କରୋନା ଆକ୍ରନ୍ତ ରହିଥିବାରୁ ଓ କୋରାଇର ଅନେକ ଶ୍ରମିକ ଓ ବ୍ୟବସାୟୀଙ୍କର ପଶ୍ଚିମବଙ୍ଗ କଲିକତା ସହ ସଂପୃକ୍ତି ରହିଛି । ଫଳରେ କରୋନା ଭୟରେ କୋରାଇ ଅଂଚଳବାସୀ ଭୟଭିତ ହୋଇ ସରକାରଙ୍କ ନିର୍ଦେଶକୁ ଛାଁ କୁ ଛାଁ ମାନି ନେଇଛନ୍ତି । ବ୍ଲକର ୨୮ଟି ପଂଚାୟତ ସମତେ ଦୁଇ ଦୁଇଟି ରାଜପଥରେ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଥିଲା । ବ୍ଲକର ମୁଖ୍ୟ ବଜାର କୋରେଇ, ବୈତରଣୀ ରୋଡ, ଶଙ୍ଖଚିଲା, ପାଣିକୋଇଲି, ସଠିପୁର, ରଗଡ଼ି, ଦୁଲାଖାପାଟଣା, ତୁଳତୀ ଛକ, ମୀନା ବଜାର, ବଟିରା ବଜାର, ଧନେଶ୍ୱର ଛକ, କଂଟାଝରୀ, ହାଟସାହି, ସାହାପୁର, ରଣପୁର ବେଲଟିକିରୀ ଛକ, କୋରେଇ ମେଡ଼ିକାଲ ଛକ ଆଦି ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ଦିନତମାମ ରାସ୍ତାଘାଟ, ଛକବଜାର ସବୁ ଜନଶୂନ୍ୟ ଯୋଗୁ ଖାଁ ଖାଁ ଲାଗୁଥିଲା ବେଳେ ଏହା ୨୩ତାରିଖ ସକାଳ ୧୦ଟା ଯାଏ ପାଳନ କରାଯିବାକୁ ଥିଲା ବେଳେ ସେହି ୧୦ଟା ଠାରୁ ପୁଣି ‘ଲକ ଡାଉନ’ ନିୟମ ପୂର୍ବପରି ଅନୁପାଳନ କରିବେ ।

ଏଥିପାଇଁ ପୁଣି ଯାଇ ମଙ୍ଗଳବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ ଆଣିବା ପାଇଁ ବାହାରିବେ । ଏହି ଅଂଚଳରେ କେବଳ ନିର୍ଦ୍ଧିର୍ଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିଥିଲା ବେଳେ ପୁଲିସ ଦ୍ୱାରା ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡି ହିଁ କେବଳ ଚଳାଚଳ କରୁଥିବା ଦେଖାଯାଇଥିଲା । ଅନ୍ୟପକ୍ଷରେ କୋରାଇ ଥାନା ଅଧିକାରି ରଞ୍ଜିତକୁମାର ମହାନ୍ତି ଓ ପାଣିକୋଇଲି ଥାନା ଅଧିକାରୀ ଅଜୟକୁମାର ଜେନା ସଦଳବଳେ ଦୁଇ ଥାନାର ଅଂଚଳ ଗ୍ରସ୍ତକରି ସଟଡାଉନକୁ ପାଳନରେ ଶତପ୍ରତିଶତ ସହାୟକ ହୋଇଛନ୍ତି । ଏହି ଅବସରରେ ବ୍ୟକ୍ତିଗତ ଓ ସାମୂହିକ ହିତଦୃଷ୍ଟିରୁ ସମସ୍ତେ ଘରେ ରହି ସଚେତନ ପୂର୍ବକ ସତର୍କ ରହିବା ଜରୁରୀ ବୋଲି କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷ;ର କେହି ଯଦି କେହି ‘ସଟ ଡାଉନ’ ସମୟରେ ନିୟମ ବହିର୍ଭୁତ କାର୍ଯ୍ୟକରେ ତେବେ ପ୍ରଶାସନ ପକ୍ଷରୁ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version