• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଖରସ୍ରୋତା ନଦୀର ଯୋକଡିଆ ଘାଟରେ ତରାପୁର ହିଙ୍ଗୁଳା ଯଜ୍ଞଭସ୍ମ ବିସର୍ଜନ ଲକଡାଉନ ପାଇଁ ସିମିତ କର୍ମକର୍ତାଙ୍କ ଦ୍ୱାରା ନିରାଡମ୍ବରରେ ହେଲା ସମ୍ପର୍ଣ୍ଣ

Proprietor Abhimanyu Maharana by Proprietor Abhimanyu Maharana
April 15, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଖରସ୍ରୋତା ନଦୀର ଯୋକଡିଆ ଘାଟରେ ତରାପୁର ହିଙ୍ଗୁଳା ଯଜ୍ଞଭସ୍ମ ବିସର୍ଜନ ଲକଡାଉନ ପାଇଁ ସିମିତ କର୍ମକର୍ତାଙ୍କ ଦ୍ୱାରା ନିରାଡମ୍ବରରେ ହେଲା ସମ୍ପର୍ଣ୍ଣ
Share on FacebookShare on TwitterWhatsapp

କୋରାଇ,୧୫-୪-୨୦(ଓଡିଶା ତାଜା ନ୍ୟୁଜ୍‌) କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ଆଂଚଳିକ ହିଙ୍ଗୁଳା କମିଟ ତରାପୁର ଠାରେ ଚାଲିଥିବା ୮୪ତମ ମା’ ହିଙ୍ଗୁଳା ଦେବୀଙ୍କର ଯଜ୍ଞ ଉତ୍ସବ ଶୁକ୍ରବାର ଶେଷ ହୋଇଥିଲା ବେଳେ ବୁଧବାର ଯଜ୍ଞ ଭସ୍ମକୁ ପବିତ୍ର ବ୍ରାହ୍ମଣୀନଦୀର ଶାଖା ଖରସ୍ରୋତା ଜଳରେ ବିସର୍ଜନ କରାଯାଇଛି । ମା’ ହିଙ୍ଗୁଳାଙ୍କ ପୂଜା ମଙ୍ଗଳବାର ଶୁଭାଧିବାସ ହୋଇଥିଲା ବେଳେ ବୁଧବାର କଳସ୍ଥାପନ ଅଙ୍କୁରାରୋପଣ, ଘଟସ୍ଥାପନ ହେବା ଯଜ୍ଞ କାର୍ଯ୍ୟ ହୋଇଥିଲା ।

ଅନୁଷ୍ଠିତ ପୂଜାକାର୍ଯ୍ୟକୁ ମାଆଙ୍କ ପୂଜକ ଶରତକୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲା ବେଳେ ଯଜ୍ଞକାର୍ଯ୍ୟ ଗୋପୀନାଥ ପାଢି, ଅଜୟ ଶତପଥୀ ଓ ହୃଷିକେଶ ମିଶ୍ର ପ୍ରମୁଖ ପର୍ଯ୍ୟାୟକ୍ରମେ ନିର୍ବାହ କରିବା ସହ ସଂପୃକ୍ତ ବ୍ରାହ୍ମଣଙ୍କ ଦ୍ୱାରା ଶୁକ୍ରବାର ରାତି ୯ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । କରୋନା ପାଇଁ ୯ଦିନ ବାପୀ ପୂଜା ଉତ୍ସବକୁ ନିରାଡମ୍ବରଭାବେ କରାଯାଇଥିଲା ବେଳେ ପୂଜାସ୍ଥଳକୁ କର୍ତା କି ଶ୍ରଦ୍ଧାଳୁ ଭକ୍ତଙ୍କୁ ନିଷେଧ କରାଯାଇଥିଲା । ନିୟମନ ଅନୁଯାୟ ନବମ ଦିବସରେ ଯଜ୍ଞ ଭସ୍ମକୁ ପୂଣ୍ୟତୋୟା ବୈତରଣୀ ନଦୀର ଘଷିପୁରା ସ୍ଥିତ ଝାଡେଶ୍ୱର ଘାଟରେବିସର୍ଜନ କରାଯିବାକୁ କଥା ହେଲେ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆଜି ଆରମ୍ଭ ହେତୁ କେନ୍ଦୁଝର ଜିଲା ଘଷିପୁରା ଘାଟକୁ ଯିବା ସମ୍ଭବ ହୋଇ ନଥିଲା ।

ଫଳରେ ଆଜି ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନ କରାଯାଇଥିଲା । ଏଥିରେ କର୍ତାଭାବେ ଉମାକାନ୍ତ ରାଉତ ଓ ତାଙ୍କ ସହଧର୍ମୀଣୀ ପ୍ରଭାତୀ ପୂଜାରେ ବସିଥିଲେ । ଅନୁଷ୍ଠିତ ପୂଜା ପରେ ଯଜ୍ଞଭସ୍ମକୁ କମଟି ପକ୍ଷରୁ ସିମିତ ସଦସ୍ୟଙ୍କ ଦ୍ୱାରା ପବିତ୍ର ବ୍ରାହ୍ମଣୀ ନଦୀର ଶାଖା ଖରସ୍ରୋତା’ର ଯୋକଡିଆ ଘାଟରେ ବିସର୍ଜନ କରାଯାଇଥିଲା । ଏହି କାର୍ଯକ୍ରମରେ କମିଟିର ସଭାପତି ପ୍ରଭାତକୁମାର ମଲ୍ଲିକ, ଉପସଭାପତି ଉମାକାନ୍ତ ରାଉତ, ଚକ୍ରଧର ପାଢି, ସଂପାଦକ ନନ୍ଦକିଶୋର ସାହୁ, ସହସଂପାଦକ ଅକ୍ଷୟକୁମାର ସାହୁ, ଯୁଗ୍ମସଂପାଦକ ଟୁକୁନା ବଳ, କୋଷାଧ୍ୟକ୍ଷ ବାବନଚନ୍ଦ୍ର ମଲ୍ଲିକ, ନରୋତମ ଜେନା, ପୁରୁଷୋମ ନାୟକ, ସନାତନ ରଥ, ଗିରିଧରୀ ସାହୁ, ନାରାୟଣଚନ୍ଦ୍ର ପାଳ, ପ୍ରଦୀପ୍ତ ବିଶ୍ୱାଳ, ବାବାଜୀଚରଣ ସାହୁ, ରାମଚନ୍ଦ୍ର ପଟ୍ଟୁ, ବିନୋଦକୁମାର ଦାସ ପ୍ରମୁଖ ସିମିତ ସଦସ୍ୟଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ପରୋକ୍ଷରେ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟଙ୍କ ସମେତ ତରାପୁର, ରାଧାନଗର, ଲକ୍ଷ୍ମୀନଗର, କୃଷ୍ଣନଗର, ଭିକିପୁର, ବାଲିଆପଶି ଆଦି ସମଗ୍ର ଲକ୍ଷ୍ମୀନଗର ପାଂୟତର ଗ୍ରାମବାସୀ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version