No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଶ୍ରୀ ରଶ୍ମି ରଞ୍ଜନ ଜେନା ଓ ଶ୍ରୀ ରଶ୍ମି ରାଜନ ସ୍ୱାଇଁ ଙ୍କ ଆନୁକୂଲ୍ୟରେ ୟୁନିଟ -9 ସ୍ଥିତ ପଠାଗାର କ୍ଲବ ତରଫରୁ ରୁ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I ଭୁବନେଶ୍ୱର ୟୁନିଟ -9 ସ୍ଥିତି ପାଠାଗାର କ୍ଲବର ସମାଜ ସେବା, ପରଉପକାରୀତା ସମାଜର ଉର୍ନତି ପାଇଁ ସଦାସର୍ବଦା ସର୍ବୋଚ୍ଚ ଉର୍ଦ୍ଧରେ l

ଆଜି ଏହି ବୃକ୍ଷ ରୋପଣ ମହତ କାଯ୍ୟରେ ଡ଼. ଅରୁଣ କୁମାର ସାହୁ, କୃଷି ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସଂଯୁକ୍ତା ମହାନ୍ତି, ରା଼ଞ୍ଜୁଲତା ରାୟ, ଅଞ୍ଜନା ପାତ୍ର, ପ୍ରଣବ ସ୍ୱାଇଁ,ଶୁଭକାନ୍ତ ସମନ୍ତସିଂହାର, ଅମୀୟ ଜେନା, ମିଟୁ ବେହେରା,ମାନୁଆ ବେହେରା,ବଇଦ ବେହେରା, ସୂର୍ଯ୍ୟ ଦାସ,ରବି ଶତପଥୀ, ବୁବୁ ମହାନ୍ତି,

ସାଧୁ ଜେନା, ବାଇଆ ପଣ୍ଡା, ସରୋଜ ସାମଲ, ଜଗନ୍ନାଥ ବଳିୟାରସିଂ, ସନ୍ତୋଷ ମହାରଣା ସୁରେଶ ସାହୁ, ପ୍ରଦୀପ ଭାଈ , ପପୁ ମିଶ୍ର, କାପୁ ମିଶ୍ର, ଡିଡୁ , ହାପି, ସୁଶାନ୍ତ, ରାକା , ରାହିଲି ଓ ପାଠାଗାର କ୍ଲବ ର ସମସ୍ତ ସବ୍ୟ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ ମହତ କାଯ୍ୟକ୍ରମ କୁ ସାଫଲ୍ୟ କରାଇଥିଲେ l

No Result
View All Result