No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ରଣପୁର :- ବରିଷ୍ଠ ଆଇନଜୀବୀ ତଥା କମ୍ୟୁନିଷ୍ଟ ର ତୁଙ୍ଗନେତା , ରଣପୁର ବ୍ଲକ ର ପୂର୍ବତନ ଚେୟାମ୍ୟାନ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ପରଲୋକ ଗମନ କରିଛନ୍ତି । ତାଙ୍କ ବିୟୋଗ ରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ରଣପୁର ବ୍ଲକ ର ପୂର୍ବତନ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ ହେବା ସହ ତାଙ୍କ ବିୟୋଗରେ ଅମର ଆତ୍ମା ର ସଦଗତି କାମନା କରିଛନ୍ତି ।
ସେ ଏକାଧାରରେ ଜଣେ ରାଜନୈତିକ, ସଂସ୍କୃତି , ସାହିତ୍ୟ ଏବଂ ସମାଜ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିଲେ । ରଣପୁର ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଥିଲେ ତାଙ୍କ ବିୟୋଗ ରାଜନୈତିକ ମହଲରେ ରେ ଏକ ଶୂନ୍ୟସ୍ଥାନ । ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କୁ ସମବେଦନ ଜଣାଇଛନ୍ତି ଶ୍ରୀ ଦେବାଶିଷ ପଟ୍ଟନାୟକ ।
No Result
View All Result