• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଫଆଇଏଚ୍ ପ୍ରୋ ଲିଗ୍ : ସୁଟ୍‌ଆଉଟରେ ଜିତିଲା ଭାରତ

Proprietor Abhimanyu Maharana by Proprietor Abhimanyu Maharana
January 19, 2020
in ଓଡ଼ିଶା, ଖେଳ, ହୋମ୍
0
ଏଫଆଇଏଚ୍ ପ୍ରୋ ଲିଗ୍ : ସୁଟ୍‌ଆଉଟରେ ଜିତିଲା ଭାରତ
Share on FacebookShare on TwitterWhatsapp

ଖୋର୍ଦ୍ଧା ଜିଲା (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 19.1.2020 :- ଭାରତୀୟ ପୁରୁଷ ହକି ଟିମ୍‌ ଏଫଅ ।ଇଏଚ୍ ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ପଛୁଅ । ରହିବା ପରେ ଜବରଦସ୍ତ କମବ୍ୟାକ୍ କରି ଶୁଟଅ ।ଉଟରେ ନେଦରଲ୍ୟାଣ୍ଡକୁ ୩ -୧ ଗୋଲରେ ପରାସ୍ତ କରିଛି । ଶୁଟଅ ।ଉଟରେ ମ୍ୟାଚ୍ ଜିତିବା ଦ୍ୱାରା ଭାରତ ବୋନସ୍ ସହ ଦୁଇ ପଏଣ୍ଟ ହାସଲ କରିଛି । ଅନ୍ୟପକ୍ଷରେ ନିଦ୍ଧ;ାରିତ ସମୟରେ ମ୍ୟାଚ୍ ବରାବର କରିବାରୁ ନେଦରଲ୍ୟାଣ୍ଡକୁ ୧ ପଏଣ୍ଟ ମିଳିଛି । ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୫-୨ ଗୋଲରେ ପରାସ୍ତ କରିଥିଲା । ଏବେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ।

ମ୍ୟାଚରେ ଭାରତ ଏକ ସମୟରେ ୧- ୩ ଗୋଲରେ ପଛୁଅ । ରହିଥିଲା । ତେବେ ଚତୁର୍ଥ ତଥା ଅନ୍ତିମ କ୍‌ାର୍ଟରରେ ମନଦୀପ ସିଂହ (୫୧ତମ) ଓ ରୂପିନ୍ଦର ପାଲ୍ ସିଂହ (୫୫ତମ)ଙ୍କ ଗୋଲ୍ ବଳରେ ଭାରତ ମୁକାବିଲାକୁ ୩-୩ରେ ବରାବର କରିଥିଲା । ଭାରତ ପାଇଁ ପ୍ରଥମ ଗୋଲ୍ ଲଲିତ ଉପାଧ୍ୟାୟ (୨୫ତମ) ଦେଇଥିଲେ । ନେଦରଲ୍ୟାଣ୍ଡ୍ ପକ୍ଷରୁ ମିଙ୍କ୍ ୱୀରଡେନ୍‌ ଭାନ୍ ଡର୍ (୨୪ତମ), ଜେରନ୍‌ ହର୍ଜବର୍ଗର୍ (୨୬ତମ) ଓ ଜୋର୍ନ କେରଲମ୍ୟାନ୍ (୨୭ତମ) ଗୋଲ୍‌ ସ୍କୋର କରିଥିଲେ । ମ୍ୟାଚ୍ ବରାବର ରହିବାରୁ ରେଫରୀ ଶୁଟଅ ।ଉଟର ସହାୟତା ନେଇଥିଲେ ।

ଶୁଟଆଉଟରେ ଭାରତ ପକ୍ଷରୁ ବିବେକ ପ୍ରସାଦ, ଆକାଶଦୀପ ସିଂହ ଓ ଗୁରଜନ୍ଦ ସିଂହ ଗୋଲ୍ ଦେଇଥିଲେ । ନେଦରଲ୍ୟାଣ୍ଡ୍ ପକ୍ଷରୁ ମିର୍କୋ ପ୍ରୁଜସର୍‌ ଏକମାତ୍ର ଗୋଲ୍ ଦେଇଥିଲେ । ମ୍ୟାଚର ପ୍ରଥମ କ୍‌ାର୍ଟରରେ ଉଭୟ ଦଳ ପରସ୍ପରକୁ କଢ଼ା ଟକ୍କର ଦେଇଥିଲେ ହେଁ, ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍‌ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ଦବଦବା ଦେଖାଇଥିଲା । ୨୩ତମ ମିନିଟରେ ନେଦରଲ୍ୟାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଭାନ୍ ଡର୍ ୀରଡେନ୍‌ ଗୋଲରେ ପରିଣତ କରି ଭ୍ରମଣକାରୀଦଳକୁ ୧-୦ରେ ଅ।ଗୁଅ।

କରାଇଥିଲେ । କିନ୍ତୁ ଦୁଇ ମିନିଟ୍ ପରେ ଲଲିତ ଉପାଧ୍ୟାୟ ଫିଲ୍ଡ ଗୋଲ୍ ଦେଇ ମୁକାବିଲାକୁ ୧-୧ରେ ବରାବର ସ୍ଥିତିକୁ ଅ ।ଣିଥିଲେ ।ଏହା ପରେ ନେଦରଲ୍ୟାଣ୍ଡ୍‌ ଗୋଟିଏ ମିନିଟ୍ ଭିତରେ ଲଗାତାର ଦୁଇଟି ଗୋଲ୍ ଦେଇ ପୁଣିଥରେ ମ୍ୟାଚରେ ଅ ।ଗୁଅ । ରହିଥିଲାୟ ୨୬ତମ ମିନିଟରେ ହର୍ଜବର୍ଗର ଓ ୨୭ତମ ମିନିଟରେ କେଲରମ୍ୟାନ୍‌ ଫିଲ୍ଡ ଗୋଲ୍ ଜରିଅ ।ରେ ନିଜ ଦଳ ପାଇଁ ଏହି ସଫଳତା ଅ ।ଣିଥିଲେ । ପ୍ରଥମାର୍ଦ୍ଧରେ ପଛୁଅ । ରହିବା ଦ୍‌ାରା ଭାରତ ଉପରେ ଚାପ ପଢ଼ିଥିଲା । ତୃତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡ୍‌ ଡିଫେନ୍ସ ଉପରେ ଅଧିକ ଫୋକସ୍‌ କରିଥିଲା, ଯେଉଁକାରଣରୁ ଭାରତ ଗୋଟିଏ ବି ଗୋଲ୍ ଦେଇ ପାରି ନଥିଲା ।

କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍‌ାର୍ଟରରେ ଭାରତ ଭ୍ରମଣକାରୀ ଦଳ ଉପରେ ଘନଘନ ଅ ।କ୍ରମଣ କରିଥିଲା । ୫୧ତମ ମିନିଟରେ ପେନାଲ୍ଟି କର୍ଣ୍ଣର ଫାଇଦା ଉଠାଇ ମନଦୀପ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ପରିଶୋଧ କରିଥିଲେ । ଚାରିମିନିଟ୍ ପରେ ଡ୍ରାଗ ଫ୍ଲିକର୍ ରୂପିନ୍ଦର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ମ୍ୟାଚକୁ ୩-୩ରେ ବରାବର କରିଥିଲେ ।

ଶେଷ ପାଞ୍ଚ ମିନିଟରେ ଉଭୟ ଦଳ ଗୋଲ୍ ଅଗ୍ରଣୀ ହାସଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, ଏଥିରେ କାହାରିକୁ ସଫଳତା ମିଳିନଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version