• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ମୋହନା ବ୍ଲକ ବାସି ବିଏସ ଏନ୍ ଏଲ ସେବାରୁ ବଞ୍ଚିତ l

Proprietor Abhimanyu Maharana by Proprietor Abhimanyu Maharana
December 5, 2020
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ମୋହନା ବ୍ଲକ ବାସି ବିଏସ ଏନ୍ ଏଲ ସେବାରୁ ବଞ୍ଚିତ l
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :- ବିଭିନ୍ନ ସମୟରେ ବିଏସ୍‌ଏନ୍ଏଲ୍: ସେବାରୁ ବଞ୍ଚିତ ହେଉଛନ୍ତି ଗଜପତି ଜିଲ୍ଲା’ର ଆଦିବାସୀ ବହୁଳ ମୋହନା ବ୍ଳକ ଅଞ୍ଚଳବାସୀ ଏଭଳି ସମସ୍ୟା କୁ ନେଇ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଏଠି କେହି ନାହାନ୍ତି ବୋଲି ଅଭିଯୋଗ’ରେ ଜଣାଇଛନ୍ତି ଅଞ୍ଚଳବାସୀ l ଯଦି କୌଣସି କାରଣ’ରୁ ଅସାବଧାନତା ବଶତଃ ମୋବାଇଲ ଫୋନ ହଜିଗଲେ କିମ୍ଵା ବିଏସ୍ଏନଏଲ ସିମ୍ କାର୍ଡ଼ ଖରାପ ହେଲେ ସିମ୍ କାର୍ଡ଼ ବଦଳାଇବା ପାଇଁ ମୋହନା ବ୍ଳକରେ ବସବାସ କରୁଥିବା ବିଏସଏନଏଲ: ସିମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କାର୍ଯ୍ୟଳୟରେ ସିମ୍ କାର୍ଡ଼ ମିଳିବାର ସୁବିଧା ନ ଥିବାରୁ ଲୋକେ ବାଧ୍ୟହୋଇ ମୋହନା ବିଏସ୍‌ଏନଏଲ: କାର୍ଯ୍ଯଳୟ ଠାରୁ ପ୍ରାୟ ୪୫ କିମି : ଦୂରରେ ଥିବା ଦିଗପହଣ୍ଡି ଗ୍ରାହକ ସେବା କେନ୍ଦ୍ର ( ବିଏସ୍‌ଏନଏଲ: କାର‌୍ୟ୍ୟାଳୟ) କୁ ଯିବାକୁ ପଡୁଛି। ଯାହାଫଳରେ ଗ୍ରାହକମାନେ ଅଯଥା ନାହିଁ ନ ଥିବା ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ସମୟ ମଧ୍ୟ ଅପଚ଼ୟ ହେଉଛି। ଗ୍ରାହକମାନେ ବିଏସ୍‌ଏନ୍‌ଏଲର ସୁବିଧା ଏବଂ ସେବା ପାଇ ନ ପାରି ଅନ୍ୟ ଅପରେଟର’ର ସିମ୍ କାର୍ଡ଼ ନେବାକୁ ଉଚିତ ମଣୁଛନ୍ତି।

ଅପରପକ୍ଷେ ମୋହନା କାର୍ଯ୍ୟାଳୟ ଠାରୁ ୮ କି.ମି ଦୂର’ରେ ଥିବା ଲୁହାଗୁଡି ମଧ୍ୟରେ ରହିଥିବା ଗ୍ରାମ ଲୁଡ଼ୁରୁ, କିରାମା , ମେରାପଲ୍ଲୀ’ରେ ବିଏସଏନଏଲ: ଟାୱ।ର କି ନେଟୱ।ର୍କ ନ ଥିବାରୁ ସାଧାରଣ ଉପଭୋକ୍ତା ଉପଯୁକ୍ତ ସେବା ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସେହିଭଳି ଅନ୍ତରବା , କର୍ଚ୍ଚବାଡ଼ି ,ଗୁଡ଼ଙ୍ଗପୁର , ଡେଙ୍ଗାସ୍ ଖାଲ ପ୍ରଭୃତି ବହୁ ପଞ୍ଚାୟତ ଅଞ୍ଚଳ’ରେ ମୋବାଇଲ ଟାୱ।ର ନ ଥିବାରୁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହେଲା ଭଳି ମୌଳିକ ସେବାରୁ ବଞ୍ଚିତ ହେଉଥିବା ସରପଞ୍ଚ ସେବତୀ ଗମାଙ୍ଗ , ଯାକୋବ ମଳିକ , କାମ୍ବି ମଳିକ ଏବଂ ପଞ୍ଚାୟତବାସୀ ମାନେ ଅଭିଯୋଗ କରିଛନ୍ତି। ଏମିତିକି , ଲୋକେ ବହୁ ଜରୁରୀକାଳିନ ସେବାରୁ ମଧ୍ୟ ବଞ୍ଚିତ ହେବାରେ ଲାଗିଛନ୍ତି ।।ମୋହନା ସହର ମଧ୍ୟରେ ରହିଥିବା ମାଣିକେଶ୍ଵରୀ ସାହି ଓ କଲେଜ ଛକ’କୁ ନେଟଞ୍ଵାର୍କ୍ ଆସୁନି । ଯାହାଦ୍ଵାରା ସାହି ବାସିନ୍ଦା ସମ୍ପୃକ୍ତ ସେବାରୁ ବଞ୍ଚିତ ହେଉଥିବା ଅଞ୍ଚଳବାସୀ ସେମାନଙ୍କ ଅଭିଯୋଗ’ରେ କହିଛନ୍ତି। ଏ ସଂପର୍କରେ ବ୍ରହ୍ମପୁର ବିଏସଏନଏଲ କାର‌୍ୟ୍ୟାଳୟର ଡ଼େପୁଟି ଜେନେରାଲ ମ୍ୟାନେଜର(ଡ଼ିଜିଏମ୍) ସନ୍ତୋଷ କୁମାର ସାହୁ’ଙ୍କୁ ପଚାରିବାରୁ ଅଳ୍ପଦିନ ମଧ୍ୟରେ ସମାସ୍ୟା’ର ସମାଧାନ କରାଯିବା ସହ ଏଦିଗରେ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ବୋଲି କହିଥିବା ଜଣାପଡିଛି ।(ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026
Nippon Paint highlights Advanced Coil Coatings for a sustainable future at SMARTCOR 2026

Nippon Paint highlights Advanced Coil Coatings for a sustainable future at SMARTCOR 2026

July 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version