• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି ‘ରୁ କାର୍ଯ୍ୟରତ ୧୩୫ ସ୍ବାସ୍ଥ୍ୟକର୍ମୀ’ଙ୍କୁ ହଠାତ ଉଚ୍ଛେଦପୁନଃନିଯୁକ୍ତି ପାଇଁ ଜିଲ୍ଲ l ପାଳଙ୍କୁ ସ୍ମାରକପତ୍ର ପ୍ରଦାନ l

Proprietor Abhimanyu Maharana by Proprietor Abhimanyu Maharana
December 5, 2020
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି ‘ରୁ କାର୍ଯ୍ୟରତ ୧୩୫ ସ୍ବାସ୍ଥ୍ୟକର୍ମୀ’ଙ୍କୁ ହଠାତ ଉଚ୍ଛେଦପୁନଃନିଯୁକ୍ତି ପାଇଁ ଜିଲ୍ଲ l ପାଳଙ୍କୁ ସ୍ମାରକପତ୍ର ପ୍ରଦାନ l
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା’ର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ପ୍ରକାର’ର ୧୩୫ ଜଣ ବିଭିନ୍ନ ବର୍ଗ’ର ସ୍ବାସ୍ଥ୍ୟକର୍ମୀ ମାନଙ୍କ ପକ୍ଷେ ସରକାର’ଙ୍କ ପକ୍ଷରୁ ଘୋର ଅବିଚାର ଓ ଅନ୍ୟାୟ କରାଯାଇଛି । ରାଜ୍ୟ ସରକାର’ଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ବରୁ କୋଣସି କିଛି ନୋଟିସ ନ ଦେଇ ସେମାନଙ୍କୁ ହାଠାତ ଏକ ଚିଠି ମାଧମରେ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରି ଦିଆଯାଇଛି । ଏହାର ପ୍ରତିବାଦ’ରେ ସମ୍ପୃକ୍ତ ସମସ୍ତ ଛଟେଇ ସ୍ବାସ୍ଥ୍ୟକର୍ମୀ ମାନେ ଏକ ନିରବ ଶୋଭାଯାତ୍ରା’ରେ ବାହାରି ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’ରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ପୁନଃବିଚାର ଓ ପୁନଃନିଯୁକ୍ତି ପାଇଁ ଦାବି କରି ଜିଲ୍ଲାପାଳ’ଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକ’ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । 

ଦାବୀପତ୍ର’ରେ ସେମାନେ ଦର୍ଶାଇଛନ୍ତି ଯେ , ଆମେ ସମସ୍ତେ ବିଭିନ୍ନ ବର୍ଗର ଯଥା:- ଏଏନଏମ  , ଷ୍ଟାଫ-ନର୍ସ , ଫମସିଷ୍ଟ , ଓ ବ୍ଲକ ଟେକ୍ନିସିଆନ ପ୍ରଭୃତି ଗଜପତି ଜିଲ୍ଲା’ର ସ୍ବାସ୍ଥ୍ୟକର୍ମୀ ମାନେ । ଆମେ ଗତ ୩ ମାସ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୪ ତାରିଖ ଦିନ ଦ୍ଵିତୀୟ ବେଚ ଭାବେ  ଜିଲ୍ଲାର ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକ ଅଂଚଳ’ରେ ରହିଥିବା  କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କ’ରେ ନିଯୁକ୍ତି ପାଇ ୨୪ ଘଣ୍ଟା ଧରି ନିଷ୍ଠାର ସହ ଅବିରତ ସେବା କାର୍ଯ୍ୟ ଯୋଗାଇ ଆସୁଥିଲୁ । ଏମିତିକି , କୋଭିଡ ବୋଲି ନ ଭାବି  ନିଜ ପରିବାର ଓ ଜୀବନ’କୁ ସମ୍ପୂର୍ଣ୍ଣଭାବେ ଭୁଲିଯାଇ ଅତି ଦୁଃଖ କଷ୍ଟ’ରେ କାମକରି ଆସୁଥୁଲୁ । 
 
ହେଲେ ଆମେ ଆମ ଡ୍ୟୁଟି’ରେ କାର୍ଯ୍ୟରତ ଥିବାବେଳେ ହଠାତ ଆମକୁ ଏକ ଚିଠି ଆସି ପହଞ୍ଚିଲା ଯେ ଆମକୁ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରାଗଲା ବୋଲି । ସରକାର ହଠାତଏକ ଚିଠି ପଠାଇ ଛଟେଇ କରିବା ନେଇ ସେମାନେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲାପାଳ ଙ୍କ କର୍ଯ୍ୟାଳୟ ଠାରେ ପହଞ୍ଚି ପୁନଃ ନିଯୁକ୍ତି ଦାବିକରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏହି ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମମତା ସୁଇ, ସୁମଲତା ପାଲକା, ଭାଗ୍ୟବତୀ ବିଶ୍ଵାଳ, ସଙ୍ଗୀତା ପରିଡ଼ା, ପ୍ରିୟଙ୍କା ସିଂ, ଜଗଦୀଶ ପାସୁପୁରେଡ୍ଡୀ, ଉଷାରାଣୀ ପାଣି ଓ ପ୍ରତିମା ପାଇକ ପ୍ରମୁଖ ବହୁ ସଂଖ୍ୟାରେ ଷ୍ଟାଫ ନର୍ସ, ଏ ଏନ୍ ଏମ୍, ଫାର୍ମାସିଷ୍ଟ ଓ ବ୍ଲକ୍ ଟେକ୍ନିସିଆନ ପ୍ରଭୁତି ଅଂଶ ଗ୍ରହଣ କରିଥିଲେ l  (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

– 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026
Nippon Paint highlights Advanced Coil Coatings for a sustainable future at SMARTCOR 2026

Nippon Paint highlights Advanced Coil Coatings for a sustainable future at SMARTCOR 2026

July 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

July 13, 2026
ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି  : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

ଚିଟଫଣ୍ଡ ଠକଙ୍କ ମୁଣ୍ଡରେ ମୋହନ ସରକାର ଓ ମନମୋହନ ବାନ୍ଧିଲେ ପଗଡ଼ି : ଏବେ ଚିଟଫଣ୍ଡ ଜମାକାରୀ ଚିନ୍ତାରେ

July 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version