• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ ।ନଦୀରେ ଭାସିଗଲା ଭୋଜିର ଖୁସି

Proprietor Abhimanyu Maharana by Proprietor Abhimanyu Maharana
November 17, 2020
in ଓଡ଼ିଶା, ଦେଶ, ବାଲେଶ୍ଵର, ହୋମ୍
0
ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ ।ନଦୀରେ ଭାସିଗଲା ଭୋଜିର ଖୁସି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର )ବାଲେଶ୍ୱର:-ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟବିଦାରକ ଘଟଣା । ବଣଭୋଜି କରିବାକୁ ଯାଇ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ, ଆଉ ଅଳ୍ପକେ ବର୍ତି ଯାଇଛନ୍ତି ୨ ଜଣ । ସମସ୍ତେ ଗୋଟିଏ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଗୋଟିଏ କ୍ଲାସରେ ମଧ୍ୟ ପଢୁଥିଲେ । ଆଉ ମୃତ୍ୟୁ ପରେ ସାମ୍ନାକୁ ଆସିଲା କେମିତି ଖୁସିର ମୁହୂର୍ତ୍ତ ବିତାଇଥିଲେ 5 ସାଙ୍ଗ ଆଉ ଖୁସିର ସେ ମିଠା ମୁହୂର୍ତ୍ତ l ରେମୁଣାର ତ୍ରୀବେଣୀ ଘାଟ । ମୃତ୍ୟୁର କିଛି ସମୟ ପୂର୍ବରୁ ବଣଭୋଜି କରିବାକୁ ଆସିଥିବା ଇଂଜିନିୟରିଂ ଛାତ୍ର ମଜା ମଜଲିସ କରୁଥିଲେ । ରେମୁଣା ଥାନା ଅଂଳର ତିନି ନଦୀ ବୁଢାବଳଙ୍ଗ, ସ୍ୱର୍ଣ୍ଣ ଓ ଗଙ୍ଗାହାର ନଦୀର ସଙ୍ଗମରେ ୫ ସାଙ୍ଗ ମଜା ନେଉଥିଲେ । ଖାଇ ସlରିବା ପରେ ସଙ୍ଗମ ଘାଟକୁ ଓହ୍ଲାଇଥିଲେ ଗାଧୋଇବା ପାଇଁ ।

ହୁଏତ ବିଧିର ବିଧାନ ଅଲଗା ଥିଲା । ହସ ଖୁସିର ପରିବେଶରେ ଦୁଃଖର କଳା ବାଦଲ ଘୋଟି ଆସିଲା । ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଭୁଲରେ ଗଭୀର ଗଣ୍ଡରେ ପଡିଯାଇଥିଲେ ୫ ସାଙ୍ଗ । ତିନି ନଦୀର ସଙ୍ଗମ ସ୍ଥଳରେ ଗାଧୋଇବା ବେଳେ ଚୋରାବାଲିରେ ଗୋଡ ଖସି ଯାଇଥିଲା । ଆଉ ପାଣିର ଭଉଁରୀରୁ ବାହାରି ପାରିନଥିଲେ ୩ ସାଙ୍ଗ । ଦୁଇ ଜଣ ଜୀବନ ବିକଳରେ ପହଁରି ପହଁରି କୁଳକୁ ଫେରିଥିଲେ । ତେବେ ଖବର ପାଇ ନୀଳଗିରି ଓ ବାଲେଶ୍ୱରରୁ ଅଗ୍ନିଶମ ବାହିନୀ ପହଂଚି ନଦୀର ଗଭୀର ଗଣ୍ଡରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ହେଉଛନ୍ତି ନୀଳଗିରି ଏନଏସିର ପିୟୂଷ ନାଏକ, ମୃତ୍ୟୁଞ୍ଜୟ ମିଶ୍ର ଓ ମୟୂରଭଂଜର ଅଙ୍କିତ ପତି । ଖୁସି ମନାଇବାକୁ ଯାଇ ନଦୀର ଗର୍ଭରେ ସଲୀଳ ସମାଧି ନେବା ଘଟଣା ଏବେ ସାରା ବାଲେଶ୍ୱରରେ ଶୋକର ଛାୟା ଖେଳାଇ ଦେଇଛି ।  (ଦୀପ୍ତିମାନ ପତି / ବାଲେଶ୍ୱର )ବାଲେଶ୍ୱର

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

November 6, 2026
ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି

ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି

November 6, 2026
ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ : ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ : ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

November 6, 2026
ନୟାଗଡ଼ରେ ଉଦ୍‌ଘାଟିତ ହେଲା ଓରମାସ୍‌ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର

ନୟାଗଡ଼ରେ ଉଦ୍‌ଘାଟିତ ହେଲା ଓରମାସ୍‌ର ଦୀପାବଳି ଷ୍ଟଲ୍ ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର

November 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

November 6, 2026
ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି

ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି

November 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version