• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନନ୍ଦ ଉଦ୍ଦୀପନାରେ ଚାଲିଛି ବାଦୀପାଲା

Proprietor Abhimanyu Maharana by Proprietor Abhimanyu Maharana
October 21, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଆନନ୍ଦ ଉଦ୍ଦୀପନାରେ ଚାଲିଛି ବାଦୀପାଲା
Share on FacebookShare on TwitterWhatsapp

ନୟାଗଡ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୟାଗଡ ବ୍ଲକ ଅନ୍ତର୍ଗତ କ୍ରୀଦାସପୁର ପଞ୍ଚାୟତର କଲ୍ୟାଣ୍ଡ ମଣ୍ଡପଠାରେ ଗତ ୧୯ ତାରିଖରୁ ବାଦିପାଲା ଆରମ୍ଭ ହୋଇଛିି । ବୁଧବାର ଏହା ତୃତୀୟ ଦିନରେ ପହଞ୍ôଚଛି । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବାଦିପାଲା ଚାଲିବ ବୋଲି ମହାମାୟା ବାଦିପାଲା ମଞ୍ଚ ତରଫରୁ କୁହାଯାଇଛି । ସରପଞ୍ଚ ସଂଜୁବାଳା ସ୍ୱାଇଁ, ଗ୍ରାମ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ ଓ ସୁବାଷ ଚନ୍ଦ୍ର ମହାପାତ୍ର, ୱାର୍ଡ ମେମ୍ବର ସୁଦର୍ଶନ ପଣ୍ଡା ଉଦଘାଟନ କରିଥିଲେ । ଖଡଗପ୍ରସାଦ, ପାଣିପୋଇଲାର ଗାୟକ ରମେଶ କୁମାର କୁଣ୍ଡ ଓ କେନ୍ଦ୍ରାପଡାର ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା ପାଲା ପରିବେଷଣ କରିଥିଲେ ।

୨୦ ତାରିଖରୁ ଭାପୁରର ଗାୟକ ରମେଶ ଚନ୍ଦ୍ର ପଣ୍ଡା ଓ ଗାୟକ ସୂର୍ଯ୍ୟ କେନ୍ଦ୍ରାପଡାର ପର୍ଶୁରାମ ପଣ୍ଡା ୨୩ ତାରିଖ ପର୍ଯ୍ୟନ୍ତ ପାଲା ପରିବେଷଣ କରିବେ । ୨୪ ତାରିଖରୁ ୨୫ ତାରିଖ ଢ଼େଙ୍କାନାଳ ଚିରୁଳେଇର ଗାୟକ କୁଳତିଳକ ଅଜୟ କୁମାର ମହାଭୋଇ ଓ ଖଡଗପ୍ରସାଦର ରମେଶ କୁମାରକୁଣ୍ଡ ପାଲା ପରିବେଷଣ କରିବେ ବୋଲି କୁହାଯାଇଛି । ଗାୟକମାନେ ଏହି ଅବସରରେ କହିଥିଲେ ଯେ, ଆମେ ଗଣ ଶିକ୍ଷକ,

ଶିକ୍ଷକମାନେ ଶିକ୍ଷାଦାନ କରୁଥିବାବେଳେ ଆମେ ପ୍ରତ୍ୟେକ ଦିନ ଏହ ିକାର୍ଯ୍ୟ କରୁଛୁ । ବାଦିପାଲାର ସଂଯୋଜକ ପ୍ରତାପ ଆଚାର୍ଯ୍ୟ, କ୍ରୀଦାସପୁର ଗ୍ରାମର ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ କୁମାର ପଣ୍ଡା, ଦିଗମ୍ବର ପାଣିଗ୍ରାହୀ, ଶ୍ରୀଧର ଖଟେଇ, ସୁବାସ ଚନ୍ଦ୍ର ମହାପାତ୍ର ସମେତ କ୍ରୀଦାସପୁର, ଗୋଡିପାଟଣା, ମାଳତୀପୁର ଓ ଡିମିରିପାଟଣା ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ବାଦିପାଦଲା ଅନୁଷ୍ଠିତ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ

ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ

October 21, 2026
ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି

ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି

October 21, 2026
ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ରର ଅନନ୍ୟ ପରମ୍ପରା ମାଙ୍କୁ ଲାଗି ହେଲା ଶ୍ରୀଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ବାର ପାଟିଆ

ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ରର ଅନନ୍ୟ ପରମ୍ପରା ମାଙ୍କୁ ଲାଗି ହେଲା ଶ୍ରୀଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ବାର ପାଟିଆ

October 21, 2026
ରାଈଦାମୋଦର ବ୍ରତ ପାଇଁ ହବିଷ୍ୟାଳୀ କେନ୍ଦ୍ର ପ୍ରସ୍ତୁତ ହେଲାଣି – ଜିଲ୍ଲାପାଳ ଙ୍କ କ୍ଷେତ୍ର ପରିଦର୍ଶନ

ରାଈଦାମୋଦର ବ୍ରତ ପାଇଁ ହବିଷ୍ୟାଳୀ କେନ୍ଦ୍ର ପ୍ରସ୍ତୁତ ହେଲାଣି – ଜିଲ୍ଲାପାଳ ଙ୍କ କ୍ଷେତ୍ର ପରିଦର୍ଶନ

October 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ

ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ

October 21, 2026
ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି

ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି

October 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version