ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଏଥିସହିତ ପୂର୍ବତନ ବିଧାୟକ ସ୍ୱର୍ଗତ ଶ୍ରୀ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିସିସି ସଭାପତି ଶଙ୍କର ପ୍ରଧାନ,

ବରିଷ୍ଠ ନେତା ସାବରା ରାଜୁ, ଅଭିମନ୍ୟୁ ପଣ୍ଡା, ବିଷ୍ଣୁ ପାଢ଼ୀ, କୁଣ ମାଝୀ, ସଞ୍ଜୟ ଅଧିକାରୀ, ଶିବ ପ୍ରସାଦ ସାହୁ, ରାଧାକାନ୍ତ ରଥ ଓ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଓପିସିସି ରାଜ୍ୟ ସମ୍ପାଦିକା ଜାସ୍ମିନ୍ ଶେଖ, ଯୁବ ନେତା ପାର୍ଥ ରାଜ ପାଲୋ ଏବଂ ରାଜ୍ୟ ମିଡିଆ କୋଅର୍ଡିନେଟର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇଥିଲେ । ଉପସ୍ଥିତ ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶକୁ ସ୍ମରଣ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।