କଟକ (ଓଡ଼ିଶା ତାଜା ନ୍ୟୁଜ) :- ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନର ଲକ୍ଷ୍ୟ ନେଇ ‘ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ପୂର୍ବ ରେଳର ଆସାନସୋଲ ମଣ୍ଡଳ ଅଧୀନସ୍ଥ ମେମୁ ସେଡ୍ରେ କର୍ମଚାରୀମାନଙ୍କ ମଧ୍ୟରେ ଫଳଦାୟୀ ଚାରା ବଣ୍ଟନ କରାଯାଇଛି ।ଆସାନସୋଲ ରେଳ ମଣ୍ଡଳର ପରିବେଶ ଓ ଗୃହରକ୍ଷଣ ପରିଚାଳନା ବିଭାଗ ପକ୍ଷରୁ ଆୟୋଜିତ ଏହି ସବୁଜ ପଦକ୍ଷେପରେ















