• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକ ୬ଷ୍ଠ ବାଟାଲିୟନ ପରିସରରେ ସେରିମୋନିଆଲ୍ ପ୍ୟାରେଡ୍” ର ଝଲକ

Proprietor Abhimanyu Maharana by Proprietor Abhimanyu Maharana
June 2, 2026
in ଓଡ଼ିଶା, କଟକ, ହୋମ୍
0
କଟକ ୬ଷ୍ଠ ବାଟାଲିୟନ ପରିସରରେ ସେରିମୋନିଆଲ୍ ପ୍ୟାରେଡ୍” ର ଝଲକ
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡ଼ିଶା ପୋଲିସ୍ ର ନିୟମକୁ ଆଧାର କରି ଓଡ଼ିଶା ର ସମସ୍ତ ବାଟାଲିୟନ ରେ ପ୍ରତିଟି ସୋମବାର ସକାଳ ସମୟରେ ଏକ ସମ୍ମିଳିତ ପ୍ୟାରେଡର ଆୟୋଜନ କରାଯାଇଥାଏ। ଏହି ପ୍ୟାରେଡ୍ କୁ ପୋଲିସ୍ ବିଭାଗ ର ଭାଷା ଅନୁଯାୟୀ “ସେରିମୋନିଆଲ୍ ପ୍ୟାରେଡ୍” କୁହାଯାଏ। ଏହି ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ପ୍ରତିଟି ବାଟାଲିୟନ ର ସମସ୍ତ କର୍ମଚାରୀ ଯୋଗଦେବା ସହ ମିଳିତ ପ୍ୟାରେଡରେ ନିଜର ଦୂର୍ଗପତି ଙ୍କୁ ସାଲ୍ଯୁଟ୍ ମାଧ୍ୟମରେ ସମ୍ମାନ ପୂର୍ବକ ଅଭିବାଦନ ଜଣାଇ ଥାଆନ୍ତି।

ଏହି ପରିପ୍ରେକ୍ଷୀରେ ଆଜି କଟକ ର ୬ଷ୍ଠ ବାଟାଲିୟନ ପରିସର ରେ ହେଉଥିବା ଏହି ପ୍ୟାରେଡ୍ ର କିଛି ଝଲକ ଆମେ ଆମ କ୍ୟାମେରା ରେ ସଂଗ୍ରହ କରିଥିଲୁ। କଟକ ୬ଷ୍ଠ ବାଟାଲିୟନ ର ଦୂର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଏହି “ସେରିମୋନିଆଲ୍ ପ୍ୟାରେଡ୍” ରେ ଉପସ୍ଥିତ ରହି ସହକାରୀ ଦୂର୍ଗପତି ଶ୍ରୀ ମାନ୍ଧାତା ସାଇ ଙ୍କ ନିର୍ଦ୍ଦେଶରେ ଏହି ପ୍ୟାରେଡ୍ ରେ ବାଟାଲିୟନ ର ସମସ୍ତ ଅଧିକାରୀ ଓ ପୋଲିସ୍ ବାହିନୀ ର ସମ୍ମିଳିତ ଅପୂର୍ବ ପ୍ୟାରେଡକୁ ଦେଖୂବା ସହ ଅଭିବାଦନ ଗ୍ରହଣ କରିଥିଲେ।

ପ୍ରକାଶ ଥାଉକି, ଦୂର୍ଗପତି ଶ୍ରୀ ମଲ୍ଲିକ ଚଳିତ ମାସରେ ପୋଲିସ୍ ବିଭାଗ ରୁ ଅବସର ନେବାକୁ ଯାଉଛନ୍ତି। ପୋଲିସ୍ ବିଭାଗ ରେ ନିଯୁକ୍ତି ପାଇବା ଠାରୁ ଶ୍ରୀ ମଲ୍ଲିକ ନିଜର କର୍ତ୍ତବ୍ୟନିଷ୍ଠା ଓ ସେବା ଲାଗି ବିଭିନ୍ନ ପୁରସ୍କାର ଯଥା ଶ୍ରେଷ୍ଠ ପୋଲିସ୍ ସେବା ଲାଗି “ରାଜ୍ୟପାଳ ପୁରସ୍କାର”, ମହାମହିମ “ରାଷ୍ଟ୍ରପତି ପୁରସ୍କାର” ହାସଲ କରିବା ସହ କଟକ ର ୬ଷ୍ଠ ବାଟାଲିୟନ କୁ ସବୁ ପ୍ରତିଯୋଗିତା କ୍ଷେତ୍ରରେ ଶ୍ରେଷ୍ଠତ୍ଵ କରିବାରେ ନିଜର ପରାକାଷ୍ଠା ଦେଖାଇପାରିଛନ୍ତି।

ସବୁଠାରୁ ବଡ଼ ରହସ୍ୟମୟ ବିଷୟ ଯେ, ଶ୍ରୀ ମଲ୍ଲିକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ। ଏହି ଭକ୍ତଙ୍କ କାର୍ଯ୍ୟକାଳ ମଧ୍ୟରେ କଟକ ୬ଷ୍ଠ ବାଟାଲିୟନ ପରିସର ରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର,ମା’ଗୁଣ୍ଡିଚା ରାଣୀଙ୍କ ମନ୍ଦିର, ପ୍ରଭୁ ଶ୍ରୀ ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଲାଗି ରଥ ନିର୍ମାଣ ଏହି ଭକ୍ତ ଶିରୋମଣି ଙ୍କ ଅଗାଧ ଭକ୍ତି ର ଏକ ଜ୍ୱଳନ୍ତ ଉଦାହରଣ।

ଏହି ବରିଷ୍ଠ ପୋଲିସ୍ ଅଧିକାରୀ ତଥା ଭକ୍ତ ଶିରୋମଣି ଙ୍କ ଚଳିତ ମାସ ରେ ଅବସର ଯାହାକି ସରକାର ଙ୍କ ନୀତି ଓ ନିୟମ। କିନ୍ତୁ ଏହି ଅଧିକାରୀ ଜଣକ ଅବସର ପରେ ଏହି ବାଟାଲିୟନ ରେ ଛାଡି ଚାଲିଯିବେ ତାଙ୍କର କୀର୍ତ୍ତି ଯାହାକୁ ଦେଖି ସମସ୍ତେ ଏହି ଅଧିକାରୀଙ୍କୁ ମନେ ପକାଇବା ସହ ଏହି କୀର୍ତ୍ତିରାଜି ଆଗାମୀ ପୋଲିସ୍ ପିଢ଼ି ଲାଗି ଏକ ସୁନ୍ଦର ବାର୍ତ୍ତା ହେବ ବୋଲି ଆମେ ଆଶା କରୁଛୁ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

June 8, 2026
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version