• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାନୁୟାରୀ ୧୬ରୁ୨୫ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ୨୦ ଟି ରାଜ୍ୟ ଓ ୮ ଟି ଦେଶର ଷ୍ଟଲ ଖୋଲିବ

Proprietor Abhimanyu Maharana by Proprietor Abhimanyu Maharana
January 14, 2026
in ଓଡ଼ିଶା, ପୁରୀ, ହୋମ୍
0
ଜାନୁୟାରୀ ୧୬ରୁ୨୫ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ୨୦ ଟି ରାଜ୍ୟ ଓ ୮ ଟି ଦେଶର ଷ୍ଟଲ ଖୋଲିବ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜାନୁୟାରୀ ୧୬ ରୁ ୨୫ ପୁରୀ ବଡଦାଣ୍ଡ ବଗଲା ଧର୍ମଶାଳା ଠାରେ ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ଅନୁଷ୍ଠିତ ହେବ । ଭାରତର ୨୦ଟି ରାଜ୍ୟ ଓ ୮ ଟି ଦେଶର ହସ୍ତଶିଳ୍ପ ସାମଗ୍ରୀ ଓ କମ୍ପାନୀ ସାମଗ୍ରୀ ପ୍ରଦଶିର୍ତ ହେବ । ଏ ସଂପର୍କରେ ମଙ୍ଗଳବାର ଅପରାହ୍ନରେ ବୃନ୍ଦାବତୀ ନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କର୍ମକର୍ତ୍ତା ମାନେ କହିଛନ୍ତି । ପ୍ରଦର୍ଶନୀ କୁ ଦେଖ,ନିଜକୁ ନିୟୋଜିତ କର ଓ ସହଯୋଗର ହାତ ବଢ଼ାଇବା ପାଇଁ ଏହି ପ୍ରଦର୍ଶନୀର ମୂଳ ଲକ୍ଷ । ଏହାର ଆୟୋଜକ ଭାବେ ସ୍ଯାଡୋ ଆଡଭରଟାଇଜିଂ ଆଣ୍ଡ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡ ରହିଥିବା ବେଳେ ଏହାକୁ ଶ୍ରୀୟାଂଶୀ ଇଭେଣ୍ଟ ସହଯୋଗ କରୁଛି ।

ଭାରତ ଓ ବିଦେଶରେ ବ୍ଯବସାୟିକ ସହଯୋଗ ପାଇଁ ଏହି ମେଳା ପଥ ପ୍ରଦର୍ଶକ ପାଲଟିବ । ଗ୍ରାହକ ଓ ବ୍ଯବସାୟିକୁ ବିଶ୍ବ ବ୍ଯାପୀ ପ୍ରଚାରିତ କରିବ । ଆୟୋଜକ ପୂର୍ବରୁ ଜାତୀୟ ତୋଷାଳି କ୍ରାଫ୍ଟ ମେଳା ଓ ଆଦିବାସୀ ମେଳା ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ କରି ସଫଳତା ପାଇଛି । ଜଗନ୍ନାଥ ଧାମ ପୁରୀରେ ଏହି ମେଳା ଆୟୋଜନ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଯୋଜନା ରଖିଛି । ୮୦ ହଜାର ବର୍ଗଫୁଟ ଯାଗାରେ ଏହି ମେଳାର ଷ୍ଟଲ ଖୋଲାଯିବ । କ୍ଷୁଦ୍ର ଶିଳ୍ପ, ମଧ୍ଯମ ଓ ବହୁରାଷ୍ଟ୍ର କମ୍ପାନୀର ୧୦୦ ଟି ଷ୍ଟଲ ଖୋଲିବ ।

କ୍ରେତା ଓ ବିକ୍ରେତାଙ୍କ ମହାମିଳନ ସହ ବ୍ଯବସାୟ ଓ ସହଯୋଗ ଆଲୋଚନା ଅନୁଷ୍ଠିତ ହେବ । ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମେଳା ଚାଲୁରହିବ । କେତୋଟି ଅତ୍ଯାଧୁନିକ ଏସି ଷ୍ଟଲ ଖୋଲାଯିବ । ଏହାସହ ଫୁଡ ଷ୍ଟଲ ଓ ଅନ୍ଯାନ୍ଯ ଷ୍ଟଲର ଭରପୁର ମଜାନେବେ ଗ୍ରାହକ । ସଂମ୍ପୂର୍ଣ୍ଣ ମେଳା ସିସିଟିଭି କଭରେଜରେ ରହିବ । ପ୍ରତିଦିନ ୩ଲକ୍ଷ ଦର୍ଶକ ଯୋଗଦେବା ପାଇଁ ଆୟୋଜକ ଆକଳନ କରିଛି ।

ପର୍ଯ୍ୟଟନ ଅଭିବୃଦ୍ଧି, ସାଂସ୍କୃତିକ ସହଯୋଗ ଓ ପୁରୀକୁ ବିଶ୍ବବ୍ଯାପି ପ୍ରଚାର ପାଇଁ ଲକ୍ଷ ରଖାଯାଇଛି । ଇରାନ, ଆଫଗାନିସ୍ତାନ, ଥାଇଲାଣ୍ଡ ସହ ଅନ୍ଯ ଦେଶର ବ୍ଯବସାୟି ଯୋଗଦେବେ । ବିଶ୍ବବ୍ଯାପି ବ୍ଯବସାୟି ନେଟୱର୍କିଙ୍କ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଯାଡୋର ଏମଡି ତାପସ ରଞ୍ଜନ ମହାନ୍ତି, ଡାଇରେକ୍ଟର ଚିନ୍ମୟ ମହାନ୍ତି ଓ ସୁବ୍ରତ ମହାନ୍ତି, ଉପଦେଷ୍ଟା ଜଳନ୍ଧର ପ୍ରଧାନ ଯୋଗଦେଇ ସହଯୋଗ ପାଇଁ ନିବେଦନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version