ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିବା ସହ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ପୋଲିସ ସୂତ୍ରରୁ ପ୍ରକାଶ ଥାଉକି ଗୋଳାପୋଖରୀ ଗ୍ରାମର ବାଜିଆ ପଲ୍ଲେଇଙ୍କ ପୁଅ ରାମ ପଲେଇ (୬୮) ଶନିବାର ଦିନ ସନ୍ଧ୍ୟା ସମୟରେ ଗୋଳାପୋଖରୀ ଛକକୁ ଘର ପାଇଁ କିଛି ଜିନିଷ କିଣିବା ପାଇଁ ଆସୁଥିଲେ ।















