୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ବୁଗୁଡ଼ା ଷ୍ଟେସନ ନିର୍ମାଣ କାର୍ଯ୍ୟରେ ଶ୍ରୀ ଦୁର୍ଗା କନଷ୍ଟ୍ରକସନ୍ ସଂସ୍ଥା ବେଆଇନ ଭାବେ ମହାନଦୀ ବନ୍ୟପ୍ରାଣୀ ଓ ଦଶପଲ୍ଲା ରେଞ୍ଜ ଅଞ୍ଚଳରୁ ବହୁ ପରିମାଣର କଞ୍ଚା, ଶାଳ, ଧଉରା, ବାଂଝଣ ,କଷି, ବଲ୍ହା ଆଣି ଷ୍ଟେସନ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଥିଲେ ।


© 2023 Odisha Taza News.