୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ଗତ ଜାନୁଆରୀ ୨୦ ମଧ୍ଯ ରାତ୍ରରେ ଅଚାନକ ନିଆଁ ଲାଗି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମର ପାଞ୍ଚଟି ପରିବାର ପଦ୍ମ ଚରଣ ନାୟକ, ବିଶ୍ଵନାଥ ମହାପାତ୍ର, କନକ ବେୱା, ବସନ୍ତ ମହାପାତ୍ର, ରଙ୍କନିଧୀ ସ୍ବାଇଁ ଙ୍କ ପ୍ରାୟ ଦଶ ବଖରା ଘର ଜଳି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇ ଯାଇଥିଲା ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ରାଜ ସୁନାଖଳାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜ ସେବୀ ସମ୍ବିତ କୁମାର ସାହୁ ( ରାଜ୍ୟ ମିଲର୍ସ ସଂଘ ସଭାପତି) ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ କୁଳାସରରେ ୨୩/୧/୨୦୨୪ ଗୁରୁବାର ପୂର୍ବାହ୍ନ ପ୍ରାୟ ଏଗାରଟା ବେଳେ ପହଞ୍ଚି ନଗଦ ଅର୍ଥ ରାଶି ସହ ଚାଉଳ ଓ ଡାଲି ,















