• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରମିକ ନିତୀ ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଏ.ଆଇ.ଟି.ୟୁ.ସି.ର ଆହ୍ଵାନ

Proprietor Abhimanyu Maharana by Proprietor Abhimanyu Maharana
December 20, 2024
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରମିକ ନିତୀ ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଏ.ଆଇ.ଟି.ୟୁ.ସି.ର ଆହ୍ଵାନ
Share on FacebookShare on TwitterWhatsapp

୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜାତୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ୟୁ.ସି. ସହବନ୍ଧିତ ଅଖିଳ ଭାରତ ଗୃହ ଓ ନିର୍ମାଣଶ୍ରମିକ ଫେଡେରେସନ୍ ର ଜାତୀୟ ପରିଷଦ ବୈଠକ ୧୯-୨୧ ଡିସେମ୍ବର ୩ଦିନ ଧରି ପୁରୀର ୟୁଥ୍ ହଷ୍ଟେଲଠାରେ ଅନୁଷ୍ଠିତ ହେଉଅଛି । ୨୦ତାରିଖରେ ଏ.ଆଇ.ଟି.ୟୁ.ସି.ର ଲାଲ ପତାକାକୁ ଉତୋଳନ କରାଯିବାପରେ ଏକ ବର୍ଷାଜ୍ୟ ଶୋଭାଯାତ୍ରା ପୁରୀ ରେଳଷ୍ଟେସନରୁ ବାହାରି ସଂସ୍କୃତି ଭବନରେ ପହଂଚିଲା । ସଂସ୍କୃତିଭବନରେ ଶ୍ରମିକ ଶ୍ରେଣୀର ସମସ୍ୟା ଓ ଆମର ଦାୟୀତ୍ବ ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତହୋଇଥିଲା ।

ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ଏ.ଆଇ.ଟି.ୟୁ.ସି. ଓ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା କହିଲେ ମୋଦି ସରକାର ଶ୍ରମିକ ମାନଙ୍କ ବିରୁଦ୍ଧରେ କର୍ପୋରେଟ ସ୍ଵାର୍ଥରେ ଶ୍ରମଆଇନ୍‌ର ସଂଶୋଧନ କରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଶ୍ରମିକ ଶ୍ରେଣୀର ରକ୍ତ କ୍ଷୟୀ ଆନ୍ଦୋଳନ ରେ ତିଆରିଶ୍ରମ ଆଇନକୁ ଭାଙ୍ଗି ଶ୍ରମିକ ବିରୋଧ ୪ଟି ଶ୍ରମକୋର୍ଡରେ ପରିଣତ କରିଛନ୍ତି । ଫଳରେ ନିର୍ମାଣ ଓ ଅନ୍ୟଅସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ନିରାପତା ବିପନ୍ନ ହୋଇଛି । ଦେଶରେ ଗତ ପାଂଚ ଦଶନ୍ଧି ଭିତରେ ସବୁଠାରୁ ଅଧିକ ବେକାରୀ ଓ ଅର୍ଘ ବେକାରୀ ଦେଖା ଦେଇଥିବା ବେଳେ ସରକାର ନିଯୁକ୍ତି ସୃଷ୍ଟିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ସରକାର ଓ କର୍ପୋରେସନ୍ ମାନଙ୍କ ଅଧିନରେ ଖାଲିଥୁବା ଲକ୍ଷ ଲକ୍ଷ ପଦବୀରେ ନିଯୁକ୍ତି ପୂରଣ ହେଉ ନାହିଁ । ଦରଦାମ ବୃଦ୍ଧି, ମୁଦ୍ରାସ୍ପିତି କୁ ସରକାର ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ମନିଟାଇଜେସନ୍ ପାଇପ ଲାଇନ୍ ନାମରେ ଦେଶର ପ୍ରାକୃତିକ ସଂପଦ, କଳ କାରଖାନା, ବନ୍ଦର, ରାସ୍ତାପ୍ରଭୃତିକୁ ଶାଗ ମାଛ ଦରରେ ସରକାର ନିଜର କର୍ପୋରେଟ ମୁନିବ ମାନଙ୍କୁ ବିକ୍ରିକରି ଦେଉଛନ୍ତି । ବିଜେପିସରକାର ସମୟରେ ଶ୍ରମିକ, କୃଷକ, ଦଳିତ, ଆଦିବାସୀ ସର୍ବୋପରି ଦେଶର ସମ୍ବିଧାନ ଉପରେ ପ୍ରବଳ ଆକ୍ରମଣ ଆରମ୍ଭ ହୋଇଛି ।

ଜାତୀ, ଧର୍ମ ନାମରେ ଦେଶର ଶ୍ରମିକ ଶ୍ରେଣୀକୁ ବିଭାଜିତ କରାଯାଉଅଛି । ଦେଶ ର ଏଭଳି ଘଢିସନ୍ଧି ମୂହର୍ତ୍ତରେ ଶ୍ରମିକ ଶ୍ରେଣୀ ଅଧୁକ ସଂଗଠିତ ଭାବେ ଦୁର୍ବାର ଆନ୍ଦୋଳନ ଗଢିତୋଳିବା ହିଁ ସମୟର ଆବଶ୍ୟକତା ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସଂପାଦକ ବ୍ରଜବନ୍ଧୁ ପ୍ରଧାନ ସ୍ବାଗତ ଭାଷଣ ଦେଇ ଦେଶରଦୁର୍ଗତି ସମୟରେ ପୁରୀ ଠାରେ ଅନୁଷ୍ଠିତ ହେଉଥ‌ିବା ନିର୍ମାଣ ଶ୍ରମିକ ଫେଡେରେସନ୍ ର ଜାତୀୟ ସ୍ତରରବୈଠକ ଦେଶର ଶ୍ରମିକ ଶ୍ରେଣୀକୁ ନୂଆ ଦିଗଦର୍ଶନ ଦେବ ବୋଲି ମତ ରଖୁଥିଲେ ।

ନିର୍ମାଣ ଶ୍ରମିକ ଜାତୀୟ ଫେଡେରେସନ୍ ର ସାଧାରଣ ସଂପାଦକ ସାଥ୍‌ କୁନସେରି ଓ ଉପ ସାଧାରଣ ସଂପାଦକ ସାଥ୍‌ ପ୍ରବିଣ କୁମାର ଯୋଗ ଦେଇଥିଲେ l ନିର୍ମାଣ ଶ୍ରମିକ ମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଜିକରଣ,ସହାୟତା ବଂଟନ, ସମସ୍ତ ରାଜ୍ୟରେ ଏକପ୍ରକାର ସହାୟତା, ସାମାଜିକ ସୁରକ୍ଷା ପ୍ରଦାନ ସହ ନିର୍ମାଣ ଶ୍ରମିକ ପାଣ୍ଠିକୁ ରାଜନୈତିକ ସ୍ବାର୍ଥରେ ବ୍ୟବହାରବିରୁଦ୍ଧରେ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ସଭାରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ଵର ରାଉତ, ରାଜ୍ୟର ଅନ୍ୟତମ ସଂପାଦକ ଏନ୍ ଗୋପାଲ, ନିର୍ମାଣ ଶ୍ରମିକ ସଂଘର ହରିହର ସେନାପତି, ଗୋଲେଖ ନାୟକ,ସୁରେଶ ଚନ୍ଦ୍ର ବିଶ୍ୱାଳ, ପାଣ୍ଡବ ଭୋଇ ପ୍ରମୁଖ ବକ୍ତବ୍ୟ ରଖୁ ଶ୍ରମିକ ସଂଗଠିତ ଓ ସଂଘବଦ୍ଧ ଭାବେ ଆନ୍ଦୋଳନଚଳାଇବାକୁ ଆହ୍ଵାନ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

September 28, 2026
ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version