• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଂସ୍କୃତି ଭବନ ଠାରେ ରେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି

Proprietor Abhimanyu Maharana by Proprietor Abhimanyu Maharana
October 23, 2024
in ଓଡ଼ିଶା, ପୁରୀ, ହୋମ୍
0
ସଂସ୍କୃତି ଭବନ ଠାରେ ରେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି
Share on FacebookShare on TwitterWhatsapp

୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ/ପୁରୀ :-> ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ପୂର୍ବ ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ,ଭାରତୀୟ ଜନତା ଦଳ ର ଜିଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରେଇ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ,ସମ୍ପାଦକ ଡ଼ଃ ଷ୍ଟାଲିନ ପରିଜା, ପୂର୍ବ ତନ ବ୍ଲକ ଶିକ୍ଷା ଧିକାରୀ ବିଜୟଲକ୍ଷ୍ମୀ ଦାଶ,

ସମାଜ ସେବୀ ତଥା ସଚେତନ ନାଗରିକ ମଞ୍ଚ ର ଉପଦେଷ୍ଟା ଚକ୍ରଧର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାଜ କୁମାର ମହାନ୍ତି ଅନ୍ୟ ତମ ସମ୍ନାନିତ ଅତିଥି ଭାବରେ ଯୋଗ ଦେଇଥିଲେ ,ଶିକ୍ଷାବିତ ଓ ଉପଦେଷ୍ଟା ଶିବ ସୁନ୍ଦର ମିଶ୍ର, ସଭା ପରିଚାଳନା କରିଥିବା ବେଳେ ସଭାପତି ଆଇନିଜୀବୀ ପ୍ରସନ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଏଠାରେ ପ୍ରକାଶ ଥାଉ କି ମହାପ୍ରଭୁ ଶ୍ରୀ ଜଗନାଥଙ୍କ କ୍ଷେତ୍ର ପୁରୀ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ଏକ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ନିଜର ସ୍ଥାନ ଜାହିର କରିପାରିଛି।ଭୌଗଳିକ ଦୃଷ୍ଟି କୋଣରୁ ଏହାର ଗୁରୁତ୍ଵ ଥିବାରୁ ବ୍ରିଟିଶ୍ ଶାସନ କାଳରୁ ପୁରୀ ,ନୟାଗଡ଼ ଓ ଖୋର୍ଦ୍ଧା କୁ ନେଇ ପୁରୀ ଜିଲ୍ଲା ଗଠନ କରାଯାଇଥିଲା (ଅବିଭକ୍ତ ପୁରୀ ଜିଲ୍ଲା) । ଏପରିକି ୧୮୦୪ ରେ ବ୍ରିଟିଶ ସରକାର ପ୍ରଥମେ କଟକ,ବାଲେଶ୍ଵର ଓ ଜଗନ୍ନାଥ ନାମରେ ତିନୋଟି ଜିଲ୍ଲା ଗଠନ କରିଥିଲେ । ପରେ୧୮୨୮ ଅକ୍ଟୋବର ମାସ ୨୩ ତାରିଖ କୁ ବିଧିିବଧ ଭାବରେ ଏହି ଜିଲ୍ଲାର ନାମ ପୁରୀ ରଖାଗଲା ।

ଭୌଗଳିକ ବିଭକ୍କ୍ତି,ପ୍ରାକୃତିକ ଦୁର୍ବିପାକ ରାଜ ନୈତିକ ଭେଦ ଭାବ ସତ୍ବେ ପୁରୀ ନିଜର ପ୍ରାଚୀନତା, ମୌଳିକ ସତ୍ତା,ସଂସ୍କୃତି ଓ ପରମ୍ପରା କୁ ବଜାଏ ରଖିଛି । ଯେଉଁ ଥିରେ ପୁରୀ ର ନିଆରାପଣ ବାରି ହୋଇ ପଡ଼େ।ହୁଏତ ସେଥି ପାଇଁ କେବଳ ଭାରତ ନୁହେଁ ରାଷ୍ଟ୍ରୀୟ ମାନ ଚିତ୍ରରେ ମଧ୍ୟ ପୁରୀ ଗୋଟିଏ ଚିଂହିତ୍ ସ୍ଥାନ ବୋଲି ବିବେଚନା କରାଯାଏ । ସେଥି ପାଇଁ ବିଗତ ସରକାର ପୁରୀ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ବର୍ତ୍ତମାନ ସରକାର ମଧ୍ୟ ପୁରୀ ର ଉନ୍ନତି ପାଇଁ ପ୍ରୟାସ ରତ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଏହି ପ୍ରାଚୀନ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିବାରେ ଜିଲ୍ଲା ସ୍ତରରେ ସରକାରୀ ଭାବରେ ଏ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇ ନାହିଁ ।

ଏହାକୁ ଉପଲବ୍ଧି କରି ବିଗତ ବର୍ଷ ପୁରୀ ସହର ର ବିଭିନ୍ନ ବୁଦ୍ଧି ଯିବି,ବେସରକାରୀ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ସାଂସ୍କୃତିକ ଅନୁଷ୍ଠାନ, ଜାଗା ଆଖେଡ଼ା ମିଲିତି ସହଯୋଗ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଗତ ବର୍ଷ ଠାରୁ ପୁରୀ ଜିଲା ପ୍ରତିଷ୍ଠା ଦିବସ ପାଳନ କରାଯାଉ ଅଛି ଭାରତ ବର୍ଷର ପ୍ରତ୍ୟେକ ଟି ଜିଲ୍ଲା ନିଜର ପ୍ରତିଷ୍ଠା ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଇଥାଏ । କିନ୍ତୁ ପୁରୀ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଏ । ତେଣୁ ଏହା ଏକ ସ୍ପର୍ଶ କାତର ପ୍ରସଙ୍ଗ ହେବା ସହିତ ପୁରୀ ଜିଲ୍ଲାବାସୀଙ୍କ ଭାବାବେଗ ଏଥିରେ ଜଡ଼ିତ ଥିବାରୁ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପ୍ରଶାସନିକ ସ୍ତରରେ ପାଳନ କରାଯିବା ଉଚିତ ବୋଲି ଏହି ଉତ୍ସବରେ ଯୋଗ ଦେଇ ବେଲ ସାମାଜିକ ଅନୁଷ୍ଠାନ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,

ରାଜଧାନୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଅଭିମନ୍ୟୁ ଭୂୟାଁ,ପୁରୀ ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ବିଶ୍ୱଜିତ ପ୍ରଧାନ,ଜଗନ୍ନାଥ ଭକ୍ତ ପରିଷଦ ର ଆବାହକ ସୂର୍ଯ୍ୟ ନାରାୟଣ ରଥ ,ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ସଂଜୀବ ମହାନ୍ତି ପ୍ରଭୃତି ନିଜର ବକ୍ତବ୍ୟ ରଖିଥିବା ସହିତ ଦାବୀ ଉପସ୍ଥାପନ କରିଥିଲେ । ଗତ ବର୍ଷ ପରି ଏବର୍ଷ ମଧ୍ୟ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇ ଥିବାରୁ ସଚେତନ ନାଗରିକ ମଞ୍ଚ କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଶେଷରେ ସଚେତନ ନାଗରିକ ମଞ୍ଚ ର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ର ଗୋପ ଶାଖା ସଭାପତି ସଚ୍ଚିଦାନନ୍ଦ ଗୋଛୟତ, ଉପସଭାପତି ଲଲ । ଟେନ୍ଦୁ ମିଶ୍ର, ସହ ସଂପାଦକ ଅଶୋକ ଆଢ଼ିଓ,ସୁବୋଧ ସୁବୁଦ୍ଧି ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

June 18, 2026
ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

June 18, 2026
अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

June 18, 2026
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

June 18, 2026
ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version