• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ‘ମିଆବାୟ ତନିସ୍କ’ ର ତୃତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରିହାତି

Proprietor Abhimanyu Maharana by Proprietor Abhimanyu Maharana
October 19, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
MIA BY TANISHQ EXPANDS ITS RETAIL PRESENCE IN ODISHAWITH ITS THIRD EXCLUSIVE STORE IN BHUBANESWAR
Share on FacebookShare on TwitterWhatsapp

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଭାରତରଟ୍ରେଣ୍ଡି ତଥା ବହୁମୂଲ୍ୟବାନ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆବାୟତନିସ୍କ’ ଭୁବନେଶ୍ୱରର ସୌଭାଗ୍ୟନଗରଠାରେ ଏହାର ତୃତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି । ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ ପାଇଁ ଜଣାମିଆ ଓଡ଼ିଶାରେ ଏହାର ରିଟେଲ୍ ଉପସ୍ଥିତି ବଢ଼ାଉଛି । ଏହି ନୂଆଷ୍ଟୋର ସହିତ ରାଜ୍ୟରେ ମିଆର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି । ଭୁବନେଶ୍ୱରରେ ଏହା ତୃତୀୟ ଷ୍ଟୋର । ଏଥିସହିତ ଓଡ଼ିଶାରେ ପୁନଃଉପସ୍ଥିତି ମଜଭୂତ କରିଛି ବ୍ରାଣ୍ଡ୍ । ଏହି ଅନନ୍ୟ ବିରାସତ୍‌ବ୍ରାଣ୍ଡର ଅଫରିଂରେ ଶୋଭାଯୋଡୁଛି । ଷ୍ଟୋରକୁ ଉଦ୍‌ଘାଟନ କରିଛନ୍ତି ‘ମିଆବାୟତନିସ୍କ’ର ରିଜିଓନାଲ ବିଜ୍‌ନେସ ହେଡ୍ ସୋମ ପ୍ରଭକୁମାର ସିଂହ ଏବଂ ସର୍କଲ ବିଜ୍‌ନେସହେଡ୍ ଆଲୋକ ରଞ୍ଜନ ।

ଏହି ନୂଆଷ୍ଟୋରଟିଭୁବନେଶ୍ୱର ବରମୁଣ୍ଡା ସୌଭାଗ୍ୟନଗରସ୍ଥିତ ୍ଲଟ୍ ନମ୍ବର ୧୧୨୩/୩୮୪୬ରେ ଖୋଲିଯାଇଛି । ମିଆର ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏହା ଏକ ବଡ଼ମାଇଲଖୁଣ୍ଟ । ପାର୍ବଣ ଅବସରରେ ଏହି ନୂଆଷ୍ଟୋର୍‌ରଉଦ୍‌ଘାଟନ ଗ୍ରାହକଙ୍କୁ ଆକ୍ସେସେବଲ ଏବଂ ପର୍ସନାଲାଇଜ୍‌ଡସପିଂ ଅନୁଭୂତି ପ୍ରଦାନ କରୁଛି । ଏହା ସହିତ ପାର୍ବଣସପିଂର ଉଯୁକ୍ତସ୍ଥଳଭାବେ ନୂଆଷ୍ଟୋରକୁ ଉପସ୍ଥାପନ କରିଛି ‘ମିଆବାୟ ତନିସ୍କ’ । ପାର୍ବଣ ସେଲିବ୍ରେଶନକୁ ବଢ଼ାଇବା ପାଇଁ ଉଦ୍‌ଘାଟନୀ ଅଫର ଭାବେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦ଧ ପର୍ଯ୍ୟନ୍ତ ରିହାତି ଅଫର ରହିଛି ।

୧୦୦୦ ବର୍ଗଫୁଟ ପରିମିତ ସ୍ଥାନରେଏହିଷ୍ଟୋର ନିର୍ମିତ । ଷ୍ଟୋର୍‌ରେ ଟ୍ରେଣ୍ଡି ଏବଂ ସମସାମୟିକ ୧୪ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ଗହଣା ଡିଜାଇନ୍‌ର ବ୍ୟାପକ ସମ୍ଭାର ରହିଛି । ଷ୍ଟୋରରେ ମିଆର ନୂଆ ପାର୍ବଣ ସମ୍ଭାରଏବଂ ଆକର୍ଷଣୀୟ କଲର୍‌ଷ୍ଟୋନ୍‌, ଚମକ୍‌ଦାର ସୁନା, ଉଜ୍ଜ୍ୱଳ ହୀରା ଏବଂ ଦୀପ୍ତିମାନ ରୁପାଗହଣାର ଅତି ସୁନ୍ଦର ପିସ୍‌ଗୁଡ଼ିକ ଉପଲବ୍ଧ । ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ଅନୁସାରେ ଭଳିକିଭଳି କାନଫୁଲ, ହୁପ୍‌, ଷ୍ଟଡ୍‌ସ, ଫିଙ୍ଗର୍‌ରିଙ୍ଗ୍‌, ବ୍ରେସ୍‌ଲେଟ୍‌, ଇୟର୍‌କଫ୍‌, ପେଣ୍ଡେଣ୍ଟ, ନେକ୍‌ୱେର୍ ଏବଂ ମଙ୍ଗଳସୂତ୍ର ରହିଛି । ଫ୍ୟାସନେବଲଏବଂ ଅନନ୍ୟ କଲେକ୍ସନ ପାଇଁଜଣା ‘ମିଆବାୟ ତନିସ୍କ’ରେ ସାମାନ୍ୟଏବଂ ଷ୍ଟାଇଲିସ୍ ସ୍ପର୍ଶ ସହିତ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ୍‌ରହିଛି । ସର୍ବୋତ୍ତମ ସେବା ପ୍ରଦାନ ଲାଗିମିଆ ଷ୍ଟୋରରେ ମୈତ୍ରୀ ପୂର୍ଣ୍ଣଷ୍ଟାଫ୍ ରହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version