• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

 ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର ଉଦ୍‌ଘାଟନ

Proprietor Abhimanyu Maharana by Proprietor Abhimanyu Maharana
October 10, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
 ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ର ଉଦ୍‌ଘାଟନ
Share on FacebookShare on TwitterWhatsapp

୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି ।  ଏହି ଷ୍ଟୋର୍‌କୁ  ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରାଣ୍ଡ୍ ଓପ୍‌ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ  ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର  ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ ।

ଭୁବନେଶ୍ୱରର ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଅବସ୍ଥିତ ଅଣ୍ଡର୍ ଆର୍ମର ଷ୍ଟୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉତ୍ସାହୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ତଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷ୍ଟୋର୍ ଅଣ୍ଡର୍ ଆର୍ମର୍‌ର ନୂତନ ରିଟେଲ ଇନୋଭେଶନ – ବ୍ରାଣ୍ଡ ହାଉସ୍ ସିଟି କନ୍‌ସେପ୍ଟ ଇଭୋଲ୍ୟୁଶନକୁ ଅନୁସରରଣ କରୁଛି ଯାହା ବିଶ୍ୱସ୍ତରୀୟ ଉତ୍ପାଦ ସହ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରୁଛି । ଗ୍ରାହକମାନେ ଡୁଆଲ-ମୋଡ ସ୍ଲିପ୍‌ସ୍ପିଡ ମେଗା ସୁଜ୍‌, ଇନ୍‌ଫାଇନାଇଟ ଓ ଭେଲୋସିଟି ରନିଙ୍ଗ୍ ସୁଜ୍‌ର ନୂଆ ଏଡିସନ, ଷ୍ଟାଇଲିଶ କ୍ରସ୍‌-ଓଭର ଫାନ୍‌ଟମ ୪ ସୁଜ୍‌, ନୀରଜଙ୍କ ପସନ୍ଦର ମିନେରାଲ-ଇନ୍‌ଫ୍ୟୁଜ୍‌ଡ ପୋଷାକ ଶୃଙ୍ଖଳା- ଲଂଚ୍ ଆଣ୍ଡ ଭ୍ୟାନିଶ୍‌, ଏକ ବିସ୍ତୃତ ଗଲ୍ଫ ରେଞ୍ଜ ଓ ବହୁପ୍ରଶଂସିତ କରି ଆଣ୍ଡ ପ୍ରୋଜେକ୍ଟ ରକ୍ କଲେକ୍ସନ ସମେତ ଅଣ୍ଡର୍ ଆର୍ମର୍‌ର ହାଇ-ପର୍‌ଫର୍ମାନ୍ସ ଗିୟରର ବିସ୍ତୃତ ରେଞ୍ଜକୁ କ୍ରୟ କରିପାରିବେ ।

ଏହି ଷ୍ଟୋର୍ ଲଂଚ୍ ଅବସରରେ ଅଣ୍ଡରଡଗ୍ ଆଥ୍‌ଲେଟିକ୍ସର ପରିଚାଳନା ନିର୍ଦ୍ଦେଶକ ତୁଷାର ଗୋକୁଲଦାସ କହିଛନ୍ତି, “ ଓଡିଶାର ଏକ ସମୃଦ୍ଧ କ୍ରୀଡା ସଂସ୍କୃତି, ବିଭିନ୍ନ କ୍ଷେତ୍ରରୁ ଶୀର୍ଷ କ୍ରୀଡାବିତ୍ ସୃଷ୍ଟି କରିବାର ପରମ୍ପରା ଓ ଉନ୍ନତ  କ୍ରୀଡା ଭିତିଭୂମି ରହିଛି । ଆମେ ଓଡିଶାରେ ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ରେ ଆମର ପ୍ରଥମ ଷ୍ଟୋର୍‌ର ଶୁଭାରମ୍ଭ କରି ଉତ୍ସାହିତ ଅଛୁ , ଯାହା ଆମକୁ ଭୁବନେଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ସମୁଦାୟକୁ ସେବା ପ୍ରଦାନ କରିବାକୁ ସୁଯୋଗ ଦେଇଛି । ନୀରଜ ଚୋପ୍ରାଙ୍କ ସହ ଆମର ସହଭାଗିତା  ଭାରତର ଲୋକପ୍ର୍ରିୟ ଆଥ୍‌ଲେଟିକ ପର୍‌ଫର୍ମାନ୍ସ ବ୍ରାଣ୍ଡରେ ପରିଣତ ହେବା ପାଇଁ ଆମର ଲକ୍ଷ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଷ୍ଟୋର୍‌ର ଉଦ୍‌ଘାଟନରେ ତାଙ୍କର ଉପସ୍ଥିତି ସହରର ଆଶାୟୀ କ୍ରୀଡାବିତଙ୍କ ପାଇଁ ବାସ୍ତବରେ ପ୍ରେରଣାଦାୟକ ରହିଛି ।ଷ୍ଟୋର୍‌ର ଶୁଭାରମ୍ଭ ସମ୍ପର୍କରେ ଅଣ୍ଡର ଆର୍ମର ଆଥ୍‌ଲେଟ ନୀରଜ ଚୋପ୍ରା କହିଛନ୍ତି, “ ଭୁବନେଶ୍ୱର ଏହାର ଚମତ୍କାର ଭିତିଭୂମି ଓ ଗଭୀର କ୍ରୀଡା ସଂସ୍କୃତି ସହିତ ଏକ ପ୍ରମୁଖ କ୍ରୀଡା କେନ୍ଦ୍ରରେ ପରିଣତ ହେଉଛି ।

ମୁଁ ଏଠାରେ ପ୍ରଶିକ୍ଷିତ ହୋଇଛି ଓ ପ୍ରତିଯୋଗିତା କରିଛି ଏବଂ ପ୍ରତିଭାମାନଙ୍କୁ ବିକଶିତ କରିବାରେ ଏହି ସହରର ଅବଦାନ ବାସ୍ତବରେ ପ୍ରେରଣାଦାୟକ ଅଟେ । ଏକ କ୍ରୀଡାବିତ୍‌ଭାବେ ଅଣ୍ଡର ଆର୍ମରର ବ୍ରାଣ୍ଡ ମୁଲ୍ୟବୋଧ ଏବଂ  ପର୍‌ଫର୍ମାନ୍ସ ଗିୟର ମୋର ବ୍ୟକ୍ତିତ୍ୱକୁ ପ୍ରତିଫଳନ କରୁଛି । ଏବଂ ମୋର ଯାତ୍ରାରେ ଏକ ଗୁରୁତ୍ୱପୁର୍ଣ୍ଣ ସହଯୋଗ ପ୍ରଦାନ କରୁଛି । ମୁଁ ଏହି ବ୍ରାଣ୍ଡକୁ ଓଡିଶାରେ କ୍ରୀଡାବିତ୍‌ଙ୍କ ନିକଟତର ହେଉଥିବାର ଦେଖି ଉତ୍ସାହିତ ଅଛି ଏବଂ ଆଶା କରୁଛି ଯେ, ଏହାର ହାଇ-ପର୍‌ଫର୍ମାନ୍ସ ଗିୟର ଦ୍ୱାରା ଆଶାୟୀ କ୍ରୀଡାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ଏହା ସେମାନଙ୍କ ପ୍ରଶିକ୍ଷଣ ଏବଂ ଉନ୍ନତ ପ୍ରଦର୍ଶନରେ ସାହାର୍ଯ୍ୟ କରିବ । ” ନୀରଜ ଚୋପ୍ରାଙ୍କ ବ୍ୟତୀତ ଅଣ୍ଡର୍ ଆର୍ମର ଉତ୍ପାଦଗୁଡିକ ବିଶ୍ୱର କିଛି ସର୍ବୋତମ କ୍ରୀଡାବିତ ଯେପରିକି ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ ଅଲ୍‌-ଷ୍ଟାର ଷ୍ଟିଫେନ କରୀ; ଗଲ୍ଫର ଜୋର୍ଡନ ସ୍ପିଥ୍‌, ଅଲିମ୍ପିଆନ ଓ କାନାଡିଆନ ହେପ୍ଟାଥ୍‌ଲେଟ ଜର୍ଜିଆ ଏଲେନଉଡ୍‌, ହେଭିୱେଟ୍  ବକ୍ସିଙ୍ଗ ଚାମ୍ପିଅନ ଆଂଟୋନୀ ଜୋସୁଆ, ଅଭିନେତା/ପ୍ରଯୋଜକ ଡ୍ୱେନ ‘ଦ ରକ୍‌’ ଜନ୍‌ସନ ଆଦି ପରିଧାନ କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version