୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ନବରାତ୍ରୀ ମହୋତ୍ସବ ଭଳି ଏକ ପବିତ୍ର ମୁହୂର୍ତରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସର ଏକ ନୂଆ ସ୍କୋର୍ ଜନପଥରେ ଖୋଲିଛି ରାଜ୍ୟରେ ଏହା କମ୍ପାନିର ତୃତୀୟ ଗହଣା ସ୍କୋର ସ୍କୋରର ଉଦ୍ଘାଟନ ଅବସରରେ ଉଦ୍ଘାଟନୀ ଅଫର ଘୋଷଣା ଶ୍ରୀମନ୍ଦିର ଛତିଶା ନିଯୋଗର ନାୟକ ଜନାର୍ଜନ ପାଟ୍ଟଯୋଶୀ ମହାପାତ୍ର, ପାହାଳ ଜଗନ୍ନାଥ ମନ୍ଦିରର ଗୁରୁଜୀ ତଦାସୀନି ମହାରାଜ, କମ୍ପାନିର ନିର୍ଦ୍ଦେଶକ ସାଜନ ଅଗ୍ରୱାଲ୍ ଓ ରାମାବତାର ଅଗ୍ରୱାଲ୍ ଉପସ୍ଥିତ ଥିବାବେଳେ ଏହି ସମାରୋହରେ ଓଲିଉଡ୍ ତାରକା ବାବୁସାନ,
ଏଲିନା ଓ ଆକାଶ, ରାଜନେତା ଓ ପ୍ରଶାସକମାନେ ସାମିଲ ହୋଇଥିଲେ ଧୂପକାଠି ପାଇଁ ଘରେ ଘରେ ପରିଚିତ ମଧୁକୁଞ୍ଜ ବ୍ରାର ୨୫ ବର୍ଷର ଉତ୍କର୍ଷ ବ୍ୟବସାୟ ପରମ୍ପରା ରହିଛି । ଉତ୍କର୍ଷର ସେହି ଧାରାକୁ କମ୍ପାନି ଗହଣା ବ୍ୟବସାୟରେ ମଧ୍ୟ ଉପସ୍ଥାପନ କରିଛି ସ୍କୋର୍ରେ ୧୦୦% ବିଆଇଏସ୍ ହଲ୍ମାର୍କ ଓ ଏଚ୍ୟୁଆଇଡି ସାର୍ଟିଫାଏଡ୍ ଗହଣା, ୧୦୦% ଆଇଜିଆଇ ସାଟିଫାଏଡ୍ ହୀରାର ଗହଣା ସାଜନ ଅଗ୍ରୱାଲ୍ ଓ ରାମାବତାର ଅଗ୍ରୱାଲ୍ ଥିବାବେଳେ ତାଲିମପ୍ରାପ୍ତ କର୍ମଚାରୀ ରହିଛନ୍ତି ଷ୍ଟୋର୍ରେ ଉତ୍କୃଷ୍ଟ କାରିଗର ଓ ସ୍ବତନ୍ତ୍ର ଡିଜାଇନ୍ର ଗହଣା ରହିଛି ।














