No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଏହି ଶିବିର ଭୁବନେଶ୍ୱର ର ଚକେଇ ସିଂହାଣୀ ହାଡ଼ବାୟୀ ବସ୍ତି ଅଞ୍ଚଳ ଠାରେ ମେଡ଼ିକାଲର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଛି, ଏହି କାର୍ଯ୍ୟକ୍ରମରେ ଅଂଚଳର ଦୁଇଶହ ରୁ ଅଧିକ ଲୋକଙ୍କୁ ବିନା ମୁଲ୍ୟରେ ସେବା ଯୋଗାଇ ଦିଆହେଇଛି

ଯାହାକି ଏହି କାର୍ଯ୍ୟକ୍ରମ ହାଡ଼ବାୟୀ ଅଞ୍ଚଳ ରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ସାରା ଭୁବନେଶ୍ୱର ଏବଂ କଟକ ର ଥିବା ସମସ୍ତ ବସ୍ତି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଟ୍ରଷ୍ଟ ମୁଖ୍ୟ ମଉସୁମି ଦାଶ ଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଅଛି ।

ଏବଂ ଏହା ଧୀରେ ଧୀରେ ସାରା ଓଡ଼ିଶା ର କୋଣ ଅନୁକୋଣରେ ଯାହାକି ସ୍ବାସ୍ଥ୍ୟ,ଶିକ୍ଷା,ଆର୍ଥିକ,କୃଷି,ଶ୍ରମ, ନ୍ୟାୟ ଓ ସମସ୍ତ ସାମାଜିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନେଇଛନ୍ତି ଟଷ୍ଟ ମୁଖ୍ୟ ମଉସୁମି ଦାଶ ଏବଂ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଥିଲେ ଏଥିରେ ଟଷ୍ଟ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରୁଥିଲେ l
No Result
View All Result