• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦଶପଲ୍ଲା ଥାନାରେ ଅନୁଷ୍ଠିତ ହେଲା ବାଇକ୍ ଓ ମୋବାଇଲ ମେଳା

Proprietor Abhimanyu Maharana by Proprietor Abhimanyu Maharana
October 2, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଦଶପଲ୍ଲା ଥାନାରେ ଅନୁଷ୍ଠିତ ହେଲା ବାଇକ୍ ଓ ମୋବାଇଲ ମେଳା
Share on FacebookShare on TwitterWhatsapp

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା  :-> ଗତ କିଛିଦିନ ତଳେ ନୟାଗଡ଼ରେ ମୋବାଇଲ ମେଳା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଥିବା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଆଜି ଦଶପଲ୍ଲା ଥାନା ପରିସରରେ ଏକ ବାଇକ୍ ଓ ମୋବାଇଲ ମେଳା ଆୟୋଜନ କରିଥିଲେ । ଏହି ମେଳା ଏକ ସାଧାରଣ ମେଳା ନୁହେଁ , ଏହି ମେଳା ନୟାଗଡ଼ ପୋଲିସ ତରଫରୁ କରାଯାଇଥିବା ମୋବାଇଲ ଓ ବାଇକ୍ ମେଳା ।

ଅତୀତରେ ନୟାଗଡ଼ ଜିଲ୍ଲାରୁ ଚୋରୀ ହୋଇଥିବା ଅନେକ ମୋବାଇଲ ଓ ୨ ଚକିଆ ଯାନ ଚୋରୀ ହୋଇଥିଲା । ନିକଟ ଅତୀତରେ ଦଶପଲ୍ଲା ସ୍ଥିତ କୁଆଁରୀଆ ଛକରେ ଥିବା ଏକ ବାଇକ୍ ଗ୍ୟାରେଜ ଉପରେ ଚଢ଼ାଉ କରି ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନ୍ୟାୟରେ ଏକ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିଲେ ନୟାଗଡ଼ ପୋଲିସ ।

ଏହି ଚଢ଼ାଉରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ବାଇକ୍ ଏବଂ ମୋବାଇଲ ଉଦ୍ଧାର କରାଯାଇଥିଲା । ଏହି ଚଢ଼ାଉରେ ଦଶପଲ୍ଲା ଥାନା ଭାରାପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ମୁକେଶ ବେହେରା ନେତୃତ୍ୱ ନେଇଥିବାବେଳେ ଲୁଟ ହୋଇଥିବା ଅଧିକାଂଶ ଗାଡ଼ିକୁ ଜବତ କରି ଦଶପଲ୍ଲା ଥାନାକୁ ଆଣିଥିଲେ ।

ଓଡ଼ିଶା ପୋଲିସ୍ , ଲୋକଙ୍କ ପୋଲିସ ଏହି ନାରାକୁ ସଫଳ କରିବାକୁ ଯାଇ ଲୁଟ ହୋଇଥିବା ଜନସାଧାରଣ ଙ୍କ ବାଇକ୍ ଓ ମୋବାଇଲ କୁ ଆଜି ଏସପି ରାହୁଲ ଜୈନ ସ୍ଵ – ହସ୍ତରେ ଜନସାଧାରଣ କୁଂ ପ୍ରଦାନ ପ୍ରଦାନ କରିଥିଲେ । ନିଜନିଜର କଷ୍ଟଲବ୍ଧ ବାଇକ୍ ଓ ମୋବାଇଲ ପାଇ ଜନସାଧାରଣ ଓଡ଼ିଶା ପୋଲିସ ସମେତ ,ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ,ଦଶପଲ୍ଲା ଥାନା ଆରକ୍ଷୀ ନିରୀକ୍ଷକ ମୁକେଶ ବେହେରା ଙ୍କୁ ଧନ୍ୟବାଦ୍ ପ୍ରଦାନ କରିବା ସହିତ ନିଜର ବାଇକ୍ ଓ ମୋବାଇଲ ଫେରି ପାଇଥିବାରୁ ନିଜେନିଜର ଖୁସି ପ୍ରକଟ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗଜପତି ଜିଲ୍ଲା ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ନେଇ ଯାଉଥିବା କାମଧେନୁ ଘୋରେଇ ବାସରୁ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ

August 24, 2026
ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ ଆଇନ – 2026 ତୁରନ୍ତ ପ୍ରତ୍ୟାହାର ଦାବୀରେ ରଣପୁରରେ କଂଗ୍ରେସ, ସିପିଆଇ (ଏମ) ଓ ସମାଜବାଦୀ ପାର୍ଟି ତରଫରୁ ପ୍ରତିବାଦ

ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ

ଚୋରା ବନ୍ଧୁକ କାରବାର ଅଭିଯୋଗରେ ୩ ଗିରଫ,୪ ଟି ଦେଶୀ ବନ୍ଧୁକ ଜବତ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ଜିଲ୍ଲା ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ନେଇ ଯାଉଥିବା କାମଧେନୁ ଘୋରେଇ ବାସରୁ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ

ଗଜପତି ଜିଲ୍ଲା ଅଡବା ପୋଲିସ ଦ୍ୱାରା ଅବୈଧ ଗୁଟଖା ନେଇ ଯାଉଥିବା କାମଧେନୁ ଘୋରେଇ ବାସରୁ ୭ କାର୍ଟୁନ୍ ଗୁଟଖା ବକ୍ସ ଜବତ

August 24, 2026
ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ ଆଇନ – 2026 ତୁରନ୍ତ ପ୍ରତ୍ୟାହାର ଦାବୀରେ ରଣପୁରରେ କଂଗ୍ରେସ, ସିପିଆଇ (ଏମ) ଓ ସମାଜବାଦୀ ପାର୍ଟି ତରଫରୁ ପ୍ରତିବାଦ

ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମାବଳି ସଂଶୋଧନ ଆଇନ – 2026 ତୁରନ୍ତ ପ୍ରତ୍ୟାହାର ଦାବୀରେ ରଣପୁରରେ କଂଗ୍ରେସ, ସିପିଆଇ (ଏମ) ଓ ସମାଜବାଦୀ ପାର୍ଟି ତରଫରୁ ପ୍ରତିବାଦ

August 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version