No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ପୌରପାରିଷଦ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ l ପୌରପାରିଷଦ ଅଧକ୍ଷା ପାୟଲ ବେହେରା ଙ୍କ ନେତୃତ୍ୟା ରେ ଅନୁଷ୍ଠିତ କାର୍ଯ୍ୟକର୍ମରେ ଅନ୍ୟମାଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀ, କାଉସିଲର, ସାନି୍ଟେସନ ଏକ୍ସପେର୍ଟ କନିଷ୍ଠଯନ୍ତ୍ରୀ ହିତେଶ୍ୱର ନାୟକ,ସାନିଟାରୀ ଇନସି୍ସ୍ପେକଟର ସୋମିୟରଞ୍ଜନ ପାତ୍ର,
ସ୍ୱାସ୍ଥ୍ୟ ବିଭାଗ ଏଲଆ ପ୍ରଶାନ୍ତ ଶତପଥି ସମେତ ସ୍କୁଲ ଛାତ୍ର ଛାତ୍ରୀ ପ୍ରମୁଖ ଏହି ସ୍ୱେଛତ କାର୍ଯ୍ୟକର୍ମରେ ଉପସ୍ଥିତ ଥିଲେ l ପୌରପାରିଷଦର ସଫେଇ କର୍ମଚାରୀମାନେ ଇହ ସଫେଇ ଅଭିଜନରେ ସାମିଲଥିଲେ l ଭିଭିନ୍ୟ ଫ୍ଲାପ କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକର୍ମା କରିଥିଲେ l ଏହା ସହିତ ଲୋକମାନଙ୍କୁ ସହର କୁ ସଫା ରଖିବା ପାଇଁ ସଚେତନ କରିଥିଲେ l
No Result
View All Result