• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଏକ ମେଗା ଇଭେଂଟ୍‌ରେ ନିଜର ପ୍ରଥମ : ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର କରିଛି ଏଥର୍ ଏନର୍ଜି

Proprietor Abhimanyu Maharana by Proprietor Abhimanyu Maharana
July 29, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ଏକ ମେଗା ଇଭେଂଟ୍‌ରେ ନିଜର ପ୍ରଥମ : ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର  କରିଛି ଏଥର୍ ଏନର୍ଜି
Share on FacebookShare on TwitterWhatsapp

ଭୁବନେଶ୍ୱରରେ ରିଜ୍‌ଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ

୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଅନ୍ୟତମ ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍‌ଟା’ ଇଭେଂଟ୍‌ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ ଏହାର କମ୍ୟୁନିଟି ସଦସ୍ୟ, ଇଲେକ୍‌ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍‌ଟା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫ୍ୟାମିଲି ସ୍କୁଟର ରିଜ୍‌ଟା ଓ ଅଭିନବ ହାଲୋ ହେଲ୍‌ମେଟର ଉନ୍ମୋଚନ କରାଯାଇଛି ଏବଂ ୪୦ଟି ରିଜ୍‌ଟା ଫ୍ୟାମିଲି ସ୍କୁଟର ଡେଲିଭର କରାଯାଇଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏଥର୍‌ର ଏକ୍ସପେରିଏନ୍ସ ଜୋନ୍‌କୁ ଅନ୍ୱେଷଣ କରିବା ପାଇଁ ସୁଯୋଗ ମିଳିଥିଲା ।

ଏହି ଅବସରରେ କମ୍ପାନୀର ଚିଫ୍ ବିଜ୍‌ନେସ ଅଫିସର ରବନିତ ସିଂହ ଫୋକେଲା କହିଛନ୍ତି, “ଓଡିଶା ଆମ ପାଇଁ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି ଯାହା ଇଲେକ୍‌ଟ୍ରିକ ଯାନକୁ ନେଇ ବର୍ଦ୍ଧିତ ସଚେତନତା ଓ ଗ୍ରହଣୀୟତା ଦ୍ୱାରା ପରିଚାଳିତ ହୋଇଛି । ଭୁବନେଶ୍ୱର ପରିବାର ଉପରେ ଗୁରୁତ୍ୱ ଦେଉଥିବା ଏକ ବଜାର ଅଟେ, ବର୍ତମାନ ଆମର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍‌ଟା ସହିତ ଆମେ ଏକ ବଡ ସେଗ୍‌ମେଂଟ୍‌ର ଆବଶ୍ୟକତା ପୂରଣ କରୁଛୁ । ରିଜ୍‌ଟା ନିର୍ଭରଯୋଗ୍ୟ ଓ ବ୍ୟବହାରିକ ଅଟେ ଏବଂ ଏହାକୁ ଭାରତୀୟ ପରିବାରଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି, ଯାହା ଏହାକୁ ପରିବାରଗୁଡିକ ପାଇଁ ଏକ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି ।

ରିଜ୍‌ଟାକୁ ଭୁବନେଶ୍ୱରର ଗ୍ରାହକମାନେ ଖୁବ୍ ଭଲ ଭାବରେ ଗ୍ରହଣ କରିଛନ୍ତି । ” ଏଥର୍ ଏନର୍ଜି ୨୦୧୮ରେ ଏହାର ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର୍‌ର ଶୁଭାରମ୍ଭ କରିଥିଲା ଏବଂ ସେବେଠାରୁ ଏହା ୪୫୦ଏକ୍ସ ଓ ୪୫୦ଏସ୍ ସମେତ ୪୫୦ ସିରିଜ୍‌ରେ ଉଚ୍ଚ ପ୍ରଦର୍ଶନକ୍ଷମ ମଡେଲଗୁଡିକ ପାଇଁ ଏକ ଖ୍ୟାତି ଅର୍ଜନ କରିଛି । ନୂଆ କରି ଲଂଚ୍ ହୋଇଥିବା ରିଜ୍‌ଟା ଦୁଇଚକିଆ ଯାନର ଫ୍ୟାମିଲି ସେଗ୍‌ମେଂଟ୍‌ରେ ଏଥର୍‌ର ସମ୍ପ୍ରସାରଣକୁ ସୂଚିତ କରୁଛି । କମ୍ପାନୀର ଓଡିଶାରେ ୫ଟି ଏକ୍ସପେରିଏନ୍ସ ସେଂଟର (ଇସି) ଏବଂ ଦେଶବ୍ୟାପୀ ୨୦୦ରୁ ଅଧିକ ଇସି ରହିଛି । ଏହାବ୍ୟତୀତ ଏଥର୍ ଓଡିଶାରେ ଏଥର୍ ଗ୍ରିଡ୍‌ସ ଭାବେ ପରିଚିତ ୪୦ରୁ ଅଧିକ ଫାଷ୍ଟ-ଚାର୍ଜିଙ୍ଗ୍ ଷ୍ଟେଶନ ଏବଂ ଦେଶବ୍ୟାପୀ ୧୯୦୦ଟି ଫାଷ୍ଟ- ଚାର୍ଜିଂ ଷ୍ଟେସନ ସ୍ଥାପନ କରିଛି ।

ରିଜ୍‌ଟା ଦୁଇଟି ମଡେଲରେ ୩ଟି ଭାରିଆଂଟ୍ ସହିତ ଆସୁଛି: ରିଜ୍‌ଟା ଏସ୍ ଓ ରିଜ୍‌ଟା ଜେଡ୍‌, ଉଭୟରେ ୨.୯ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ରହିଛି ଏବଂ ଏକ ଟପ୍‌- ଏଣ୍ଡ ମଡେଲ ରିଜ୍‌ଟା ଜେଡ୍ ଯାହା ୩.୭ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହ ସୁସଜ୍ଜିତ ରହିଛି । ୨.୯ କେଡବ୍ଲ୍ୟୁଏଚ୍ ଭାରିଆଂଟ୍ ୧୨୩ କିମିର ଏକ ଆନୁମାନିକ ଆଇଡିସି ରେଞ୍ଜ ପ୍ରଦାନ କରୁଥିବା ବେଳେ ୩.୭ କେଡବ୍ଲ୍ୟୁଏଚ୍ ଭାରିଆଂଟ୍ ଏକ ପ୍ରଭାବୀ ୧୫୯ କିମି ରେଞ୍ଜ ପ୍ରଦାନ କରୁଛି । ରିଜ୍‌ଟା ଏସ୍ ୩ଟି ମୋନୋଟୋନ କଲର୍‌ରେ ଉପଲବ୍ଧ ହେଉଥିବା ବେଳେ ରିଜ୍‌ଟା ଜେଡ୍ ୭ଟି କଲର୍‌ରେ ଉପଲବ୍ଧ ହେଉଛି ଯେଉଁଥିରେ ୩ଟି ମୋନୋଟୋନ ଓ ୪ଟି ଡୁଆଲ-ଟୋନ୍ ବିକଳ୍ପ ସାମିଲ ରହିଛି ।

ପରିବାରଗୁଡିକୁ ଧ୍ୟାନରେ ରଖି ଡିଜାଇନ କରାଯାଇଥିବା ରିଜ୍‌ଟା ଆରାମ, ସୁବିଧା ଓ ସୁରକ୍ଷାକୁ ମହତ୍ୱ ଦେଉଛି । ଏଥିରେ ବଜାର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ଆରାମଦାୟକ ସିଟ୍ ରହିଛି ଏବଂ ଏହା ୩୪ ଲିଟର୍‌ର ଅଣ୍ଡର-ସିଟ୍ କ୍ଷମତା ଓ ଏକ ଅପ୍ସନାଲ ୨୨ଲିଟର ଫ୍ରଙ୍କ୍ ଆକ୍‌ସେସରି ସମେତ ୫୬ଲିଟରର ଷ୍ଟୋରେଜ ସ୍ପେଶ ପ୍ରଦାନ କରୁଛି । ଏହାର ବିଶାଳ ଫ୍ଲୋରବୋର୍ଡ ଚାଳକଙ୍କ ପାଇଁ ପର୍ଯ୍ୟାପ୍ତ ଲେଗ୍ ସ୍ପେଶ୍ ପ୍ରଦାନ କରୁଛି । ଏଥର୍ ରିଜ୍‌ଟା ସହିତ ସ୍କିଡ୍‌କଂଟ୍ରୋଲର ଶୁଭାରମ୍ଭ କରିଛି, ଏହା ହେଉଛି କମ୍ପାନୀର ନିଜସ୍ୱ ଟ୍ରାକ୍ସନ କଂଟ୍ରୋଲ ସିଷ୍ଟମ ଯାହା ଅସମତଳ ରାସ୍ତା, ବାଲି, ଜଳ ଓ ତେଲ ଭଳି ଲୋ ଫ୍ରିକ୍ସନ ସର୍‌ଫେସ୍‌ଗୁଡିକରେ ଆକ୍‌ସିଲରେଟ କରିବା ସହିତ ଟ୍ରାକ୍ସନ କ୍ଷୟକୁ ଦୂର କରିବା ପାଇଁ ବାଧାହୀନ ଭାବେ ମୋଟର ଟର୍କକୁ ନିୟନ୍ତ୍ରଣ କରିଥାଏ ।

ଅତିରିକ୍ତ ସୁରକ୍ଷା ଫିଚର ଯେପରିକି ଫଲ୍‌ସେଫ୍‌, ଏମର୍ଜେନ୍ସି ଷ୍ଟପ୍ ସିଗ୍‌ନାଲ (ଇଏସ୍‌ଏସ୍‌), ଥେଫ୍ଟ ଓ ଟୋ ଡିଟେକ୍ଟ, ପିଙ୍ଗ ମାଇଁ ସ୍କୁଟର ଆଦିକୁ ରିଜ୍‌ଟାରେ ଏକତ୍ରିତ କରାଯାଇଛି । ସମସ୍ତ ୩ଟି ଭାରିଆଂଟ୍‌ରେ ୮୦ କେଏମ୍‌ପିଏଚ୍‌ର ଟପ୍ ସ୍ପିଡ୍ ଓ ଦୁଇଟି ରାଇଡିଂ ମୋଡ୍‌- ଜିପ୍ ଓ ସ୍ମାର୍ଟଇକୋ ରହିଛି । ୪୫୦ ସିରିଜ୍‌ରେ ଉପଲବ୍ଧ ଥିବା ରାଇଡ ଆସିଷ୍ଟ ଫିଚର ଯେପରିକି ମ୍ୟାଜିକ୍‌ଟ୍ୱିଷ୍ଟ, ଅଟୋହୋଲ୍ଡ ଓ ରିଭର୍ସ ମୋଡ୍‌ ଆଦିକୁ ରିଜ୍‌ଟାରେ ଅନ୍ତର୍ଭୁକ୍ତ କରାଯାଇଛି । ମ୍ୟାଜିକ୍‌ଟ୍ୱିଷ୍ଟ ଫିଚର ଚାଳକଙ୍କୁ ଆକ୍‌ସିଲରେଟ ଓ ଡିସେଲିରେଟ୍ ପାଇଁ ଥ୍ରଟଲ-ଟ୍ୱିଷ୍ଟ ମାଧ୍ୟମରେ ସ୍ପିଡ୍ କଂଟ୍ରୋଲ କରିବାକୁ ଅନୁମତି ଦେଉଛି ।

ଅଟୋହୋଲ୍ଡ ଫିଚର ସ୍କୁଟରକୁ ଗଡାଣିଆ ରାସ୍ତାରେ ସ୍ଥିର ରଖିଥାଏ ଏବଂ ରିଭର୍ସ ମୋଡ ବିନା ବାଧାରେ ସହଜରେ ରିଭର୍ସ କରିବାକୁ ଅନୁମତି ଦେଇଥାଏ । ଏଥର୍ ପକ୍ଷରୁ ହାଲୋ ହେଲ୍‌ମେଟ୍ ପ୍ରଦର୍ଶିତ କରାଯାଇଛି ଯାହାକି ହେଉଛି ହରମନ କାର୍‌ଡୋନର ସୁପରଲେଟିଭ୍ ଅଡିଓ ଥିବା ଏକ ଇଂଟିଗ୍ରେଟେଡ ସ୍ମାର୍ଟ ହେଲ୍‌ମେଟ୍ । ଏହା ନିଜସ୍ୱ ଅଟୋ ୱେୟାରଡିଟେକ୍ଟ ଟେକ୍ନୋଲୋଜି, ୱାୟାରଲେସ୍‌ ଚାର୍ଜିଂ ଏବଂ ସ୍କୁଟର୍‌ର ହ୍ୟାଣ୍ଡେଲବାର୍ ମାଧ୍ୟମରେ ମ୍ୟୁଜିକ ଓ କଲ୍ ପାଇଁ କଂଟ୍ରୋଲ ସହିତ ଏକ ବାଧାହୀନ ଅଭିଜ୍ଞତା ଦେଉଛି । ହାଲୋ ହେଲ୍‌ମେଟ ଏଥର ଚିଟ୍‌ଚାଟ୍ ସହ ଆସୁଛି ଯାହା ଚାଳକ ଓ ପଛରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ହେଲ୍‌ମେଟ-ଟୁ-ହେଲ୍‌ମେଟ୍‌ ଯୋଗାଯୋଗକୁ ସକ୍ଷମ କରିଥାଏ ।

ଏହା ଦୁଇଟି ରଙ୍ଗ ବିକଳ୍ପ ସହ ଆସୁଛି ଏବଂ ଏଥିରେ ଏକ ସ୍ୱଚ୍ଛ, ଫ୍ୟୁଚରିଷ୍ଟିକ ଡିଜାଇନ ରହିଛି । ସମସ୍ତ ୩ଟି ଭାରିଆଂଟ୍ ଏଥର୍‌ର ୫ ବର୍ଷର ଅପ୍ସନାଲ ୱାରେଂଟି ପ୍ରୋଗ୍ରା “ଏଥର ବ୍ୟାଟେରୀ ପ୍ରୋଟେକ୍ଟ” ସହ ଆସୁଛି ଯାହା ବ୍ୟାଟେରୀ ୱାରେଂଟିକୁ ୫ ବର୍ଷ / ୬୦,୦୦୦ କିମିକୁ ବୃଦ୍ଧି କରୁଛି । ଏହି ୱାରେଂଟି ବ୍ୟାଟେରୀ ବିଫଳତାକୁ କଭର କରୁଛି ଏବଂ ୫ ବର୍ଷ ଶେଷ ହେବା ପରେ ବ୍ୟାଟେରୀ ପାଇଁ ସର୍ବନିମ୍ନ ୭୦% ଷ୍ଟେଟ୍‌- ଅଫ୍‌-ହେଲ୍‌ଥର ଗ୍ୟାରେଂଟି ଦେଉଛି ।

ଏଥର୍ ରିଜ୍‌ଟା ପାଇଁ ବୁକିଙ୍ଗ ଓ ଟେଷ୍ଟ ରାଇଡ ଆରମ୍ଭ ହୋଇଥିବା ବେଳେ ଡେଲିଭରି ଖୁବ୍‌ଶୀଘ୍ର ଆରମ୍ଭ ହେବ । ୨.୯ କେଡବ୍ଲ୍ୟୁଏଚ୍‌ ବ୍ୟାଟେରୀ ସହିତ ଏଥର୍ ରିଜ୍‌ଟା ଏସ୍‌ର ମୂଲ୍ୟ ୯୬୧୨୯ ଟଙ୍କା (ଏକ୍ସ-ଶୋ’ରୁମ୍‌ ଭୁବନେଶ୍ୱର) ରହିଛି । ୨୨.୯ କେଡବ୍ଲ୍ୟୁଏଚ୍ ଓ ୩.୭ କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହ ଏଥର୍ ରିଜ୍‌ଟା ଜେଡ୍‌ର ମୂଲ୍ୟ ଯଥାକ୍ରମେ ୧୧୧,୧୨୯ ଟଙ୍କା ଓ ୧୨୭,୧୨୯ ଟଙ୍କା (ଏକ୍ସ- ଶୋ’ରୁମ୍ ଭୁବନେଶ୍ୱର) ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version