No Result
View All Result
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ଦେଶବ୍ୟାପୀ ଆଜି ସହିଦ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କଟକ ମ,ହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ଶହିଦ ଦିବସ ପାଳନ କରାଯାଇଥିଲା ।

ସକାଳ ୮ ଟାରେ ୫୯ ନମ୍ବର ୱ।ର୍ଡ଼ର ପୂର୍ବତନ କଂଗ୍ରେସ କମିଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଏବଂ ତାଙ୍କର ସହଯୋଗୀ ମାନେ ପହଞ୍ଚି ,ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିରଜା ଟିଭିର ସଂପାଦକ କୈଳାସ ଚନ୍ଦ୍ର ମୁଦୁଲି, କୃଷ୍ଣ ଚନ୍ଦ୍ର ଭୋଇ, କାନନ ବିହାରୀ ନାୟକ, କରିମ ସା, ସୁଧିର ପଟ୍ଟନାୟକ , ବିଭୁତି ଭୁଷଣ ତରାଇ, ପ୍ରଦିପ କୁମାର ଦାସ, ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


No Result
View All Result