No Result
View All Result
୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଛକ ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟର କୁ ପଛରୁ ଧକ୍କା ଦେଇଛି ଓଡି ୦୯ କେ ୩୬୭୧ ନମ୍ବର ଟ୍ରକ। ଟ୍ରାକ୍ଟର ଚାଳକକ ଗୁରୁତର ।

ଗୁରୁତର ଅବସ୍ଥା ରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ ରେ ଭର୍ତ୍ତି କରାଯାଇଛି।ଟ୍ରାକ୍ଟର ଚାଳକ ଜଣକ ନିରାକାରପୁର ର ପ୍ରଶାନ୍ତ ପ୍ରଧାନ (ରାବଣା)। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଥିବା ସୂଚନା ମିଳିଛି। ଜଂକିଆ ପୋଲିସ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି ।

No Result
View All Result