No Result
View All Result
୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଵେଗୁନିଆ ବ୍ଲକର ବୋତଳମାଗ୍ରାମପଂଚାୟତ ଅଂଚଳରେ ବର୍ଷାଅଭାବରୁ ଚାଷ ଜମିସବୁ ଫାଟିଆଁକରି ଜଳିଯାଇଥିବା ଧାନକ୍ଷେତଗୁଡିକୁ ବ୍ଲକକୃଷିବିଭାଗ ତରଫରୁ ଛତ୍ରପଡା ଲୋକେଶ୍ବର ପ୍ରାଥମିକ କୃଷିଋଣସମବାୟ ସମିତି ସହଯୋଗରେ ତଦନ୍ତ କରାଯାଇଛି ଅଠରାଂଗ, କୃଷ୍ଣଦାସପୁର, ଆଖୁପଦର,ଗୌଡପାଟଣା,ଡୋଭା, ବୋତଳମା, ମାଣିକପୁରପାଟଣା,ଛତ୍ରପଡା,ବଳଭଦ୍ରପୁର ଓ ଵାଦବାରବାଟି ବାଦବାରବାଟୀ ମୌଜାରେ କ୍ଷତିହୋଇଥିବା ଚାଷଜମିସବୁ ତଦନ୍ତ କରାଯାଇଥିଲା ।

ଏହି ତଦନ୍ତରେ କୃଷିକାର୍ଯ୍ୟାଳୟର ଗ୍ରାମ୍ୟ କୃଷିକର୍ମଚାରୀ ରିତେଶ କୁମାର ପ୍ରଧାନ, ପଂଚାୟତରେ ଥିବାସମସ୍ତ କୃଷକସାଥି, ଲୋକେ ଶ୍ବର ପ୍ରାଥମିକ କୃଷିଋଣ ସମବାୟ ସମିତିର ଭାରପ୍ରାପ୍ତ ସଂପାଦିକା ସୁଲୋଚନା ରାଉତ,କର୍ମୀ ବିଭୂତିଭୁଷଣ ପଟନାୟକ,ସାମ୍ବାଦିକ ଭାଗିରଥି ଦଳସିଂହରାୟ,ୱାର୍ଡସଭ୍ୟା ଟିକିଲି ବାରିକ,ଚାଷୀ ଳଗଗନ ବେହେରା, ଭଗବାନଗୁରୁ, ନବଘନ ବେହେରା, ଋଷମୁଦୁଲି,ଆନଂଦ ମୁଦୁଲି,ଡମ୍ବରୁଧଳ ବେହେରା,

ପ୍ରଶାନ୍ତବେହେରା, ସାରଗଂଧର ନାୟକ, ସନ୍ତୋଷ ମହାପାତ୍ର,ଯୋଗୀନାଥ ସାହୁ,ତ୍ରିଲୋଚନ ସାହୁ,ପ୍ରଦୀପ୍ତ ଦଳସିଂହରାୟ,ବାବୁ ସାମନ୍ତରାୟ,ବିଶ୍ବନାଥ ସାମନ୍ତରାୟ, ପବିତ୍ର ସାମନ୍ତରାୟ, ବାସୁଦେବ ପ୍ରତାପସିଂହ, ତ୍ରିଲୋଚନ ବାଘସିଂହ,ବ୍ରଜକିଶୋରପାଇକରାୟ,ଅର୍ଜୁନ ମଂଗରାଜ ଓଅର୍ଜୁନ ପାଇକରାୟ ଆଦିଚାଷୀମାନେ ଉପସ୍ଥିତ ଥିଲେ।


No Result
View All Result