ମହାନଗର

ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ‘ଶ୍ରୀମଦ୍‍ଭଗବଦ୍‍ଗୀତା’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ‍ଭଗବଦ୍‍ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର‍ ଗଣେଶୀ ଲାଲ ଲୋକାର୍ପଣ...

Read moreDetails

ଗୌର ଚନ୍ଦ୍ର ମହାପାତ୍ର ଙ୍କୁ ଦୂରଦର୍ଶୀ ସମ୍ମାନ -୨୦୨୨ ରେ ସମ୍ମାନୀତ କରାଯାଇଛି – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ମାସିକ ସମ୍ବାଦ ଭିତ୍ତିକ ପତ୍ରିକା "ଦୂରଦର୍ଶୀ" ର ଚତୁର୍ଦ୍ଦଶ ସ୍ଵନକ୍ଷତ୍ର ଉପଲକ୍ଷେ ଶ୍ରୀ ଗୌର ଚନ୍ଦ୍ର ମହାପାତ୍ର ଙ୍କୁ...

Read moreDetails

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ : ରବି ଟକିଜ୍ ଟଙ୍କପାଣି ରୋଡ ଉନ୍ନତିକରଣ କାର୍ଯ୍ୟ ପାଇଁ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ୨.୬୮ କୋଟି ଟଙ୍କାର ଶୁଭାରମ୍ଭ ହୋଇଯାଇଛି

ରବି ଟକିଜ୍ ଟଙ୍କପାଣି ରୋଡ ପାଇଁ ୨.୬୮ କୋଟି ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରବି ଟକିଜ୍ ଟଙ୍କପାଣି...

Read moreDetails

ସଂଗ୍ରାମୀ ଚକ୍ରଧର ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ଭୁବନେଶ୍ୱର :- ସଂଗ୍ରାମୀ ଚକ୍ରଧର ବେହେରା ଥିଲେ କନିକା ପ୍ରଜା ଆନ୍ଦୋଳନର ମହାନାୟକ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ...

Read moreDetails

ଜାଣନ୍ତୁ ସୋମବାର ଆପଣଙ୍କର ଆଜିର ରାଶିଫଳ

ଓଡ଼ିଶା ତାଜା ନ୍ୟୁଜ୍/୧୮ ଜୁଲାଇ ସୋମବାର/ଭୁବନେଶ୍ୱର :- ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର...

Read moreDetails

ଗଲ୍ଫ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- ଗଲ୍ଫ ଓଡ଼ିଆ ଆସୋସିଏସନ (ଗଓଆ) ର ପଞ୍ଚମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।...

Read moreDetails

କାମ୍ର ରେ ୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ୨.୫୦ କୋଟି ଟଙ୍କାରେ ଲିଙ୍ଗରାଜ ଲେପର୍ଶି...

Read moreDetails

ରିହାତି ମୂଲ୍ୟରେ ଯକୃତ ପ୍ରତିରୋପଣ ପାଇଁ ଆଷ୍ଟର୍‌ ସିଏମ୍‌ଆଇ ହସ୍ପିଟାଲ : ବେଙ୍ଗାଲୁରୁ ପକ୍ଷରୁ ଓଡିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :- ଆଷ୍ଟର୍ ସିଏମ୍‌ଆଇ ହସ୍ପିଟାଲ, ବେଙ୍ଗାଲୁରୁ ପକ୍ଷରୁ ରାଜ୍ୟରେ ପେଡିଆଟ୍ରିକ୍ ଲିଭର୍ ଟ୍ରାନ୍ସପ୍ଲାଂଟ୍‌ର କାର୍ଯ୍ୟକାରିତା ପାଇଁ ଓଡିଶା ସରକାରଙ୍କ...

Read moreDetails

ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଓ ନବ୍ୟତା ୨୦୨୨ ଆୟୋଜିତ

ବାର୍ଷିକ ଫ୍ୟାସନ ସୋ’ ଓ ଇଟେଂରିୟର ଡିଜାଇନ୍ ପ୍ରଦର୍ଶନୀ ନବ୍ୟତା ୨୦୨୨ରେ ଛାତ୍ରଛାତ୍ରୀଙ୍କ ହସ୍ତତନ୍ତ ସମ୍ଭାର ପ୍ରଦର୍ଶିତ ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ଭୁବନେଶ୍ୱର :-...

Read moreDetails
Page 440 of 693 1 439 440 441 693
  • Trending
  • Comments
  • Latest

Recent News