ବରଗଡ଼

ଗଙ୍ଗାଧରି ନଗର ସ୍କୁଲ କୁ ପୈ।ଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଯଶବୀର ସିଂ 

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ବରଗଡ଼ :- ଆଜି ମୋ ସ୍କୁଲ ଅଭିଯାନ କ୍ରମରେ ବରଗଡ଼ ପୈ।ରାଞ୍ଚଳ ଅନ୍ତର୍ଗତ ଗଙ୍ଗା ଧର ନଗର ସରକାରୀ...

Read moreDetails

ମୃତ ଚାଷୀ ପରିବାର କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କର – ଆମ୍ ଆଦମୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଫେବୃଆରୀ ଗୁରୁବାର ) ବରଗଡ଼ :- ଜିଲ୍ଲାରେ ଧାନ ଅବିକ୍ରୀ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାର ଓ...

Read moreDetails

ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ ସମ୍ମାନୀତ – ବରଗଡ 

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ବରଗଡ :- ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ...

Read moreDetails

ବିଧାନ ସଭାରେ ଖାଦ୍ଯ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ,ନିନ୍ଦନୀୟ : ପ୍ରଦୀପ ପୁରୋହିତ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ପଦ୍ମପୁର :- ଗତ କାଲି ବିଧାନ ସଭାରେ ମାନ୍ୟବର ଖାଦ୍ଯ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ...

Read moreDetails

ପାଇକମାଲ ଚାଷୀ ମୃତ୍ୟୁକୁ ନେଇ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ନିରବ ପ୍ରାର୍ଥନା…

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ବରଗଡ଼ :- ଧାନ ବିକ୍ରୀ କରି ନ ପାରି ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ସମ୍ବଲପୁରୀ ଗ୍ରାମରେ ଜଣେ ଚାଷୀଙ୍କ...

Read moreDetails

ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ , ନିନ୍ଦନୀୟ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ବରଗଡ଼ :- ଗତ କାଲି ବିଧାନସଭାରେ ମାନ୍ୟବର ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ ଓ...

Read moreDetails

ଆଶ୍ରମ ପରିସରରୁ ବାବାଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ବରଗଡ଼ :- ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ବରୀ ଆଶ୍ରମ ରୁ...

Read moreDetails

ମାମୁଁ ଙ୍କ ଚକଲେଟ୍ କିଣା ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଲେ ବାଳକ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ପଦ୍ମପୁର :-  ଅଯୋଧ୍ୟା ରେ ଏକ ଭବ୍ଯ ରାମ ମନ୍ଦିର ନିର୍ମାଣ ସକାଶେ ସାରା ଦେଶରେ " ରାମ ମନ୍ଦିର...

Read moreDetails

ବରଗଡ ରେ ହୋଲଡିଂ ଟ୍ୟାକ୍ସ ଆପତ୍ତି ସମୟ ସୀମା ବୃଦ୍ଧି କରାଯାଉ : ଆପ୍

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ବରଗଡ :- ବରଗଡ ପୋୖର ପରିଷଦରେ ସେବା କର ହୋଲଡିଂ ଟେକ୍ସ ଅହେତୁକ ଭାବେ ବୃଦ୍ଧି କୁ...

Read moreDetails
Page 108 of 135 1 107 108 109 135
  • Trending
  • Comments
  • Latest

Recent News