ଗଜପତି

ପାରଳାଖେମୁଣ୍ଡି ଚିନ୍ମୟ ନଗରରେ ଚିନ୍ମୟ ମିଶନ ପକ୍ଷରୁ କାର୍ତ୍ତିକ ମାସ ଉପଲକ୍ଷେ ଏକମାସ ବ୍ୟାପି ଅଖଣ୍ଡ ସାଧନା ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଚିନ୍ମୟ ନଗର ସ୍ଥିତ ଚିନ୍ମୟ ମିଶନ ତରଫରୁ...

Read moreDetails

ଆନ୍ଧ୍ରପ୍ରଦେଶର ବିଶାଖପାଟଣା ସ୍ଥିତ ଏକ ଘୋରେ଼ଇ ହସ୍ପିଟାଲ ପକ୍ଷରୁ ; ବିନାଟ୍ରିଟମେଣ୍ଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର -୫ଲକ୍ଷ ଟଙ୍କା ହଡ଼ପ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଆନ୍ଧ୍ରପ୍ରଦେଶରବିଶାଖପାଟଣାସ୍ଥିତଏକଘୋରେ଼ଇହସପିଟାଲରେ ବିନା କୋଣସି ଟ୍ରିଟମେଣ୍ଟ’ ରେରୋଗୀ’ଙ୍କ ପରିବାର ବର୍ଗ’ଙ୍କ ଠାରୁ BSKYବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନା’ର ୫...

Read moreDetails

ହିଲଟପ ଉଚ୍ଚ ମାଧ୍ଯମିଳ ବିବ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :-  ସ୍ଥାନୀୟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ...

Read moreDetails

ଗଜପତି ଜିଲ୍ଲା ଆଇନ ପ୍ରାଧିକରଣ ପକ୍ଷରୁ କାଶୀନଗର ବ୍ଲକର ୨୫ଟି ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କୁ ବିଭିନ୍ନଆଇନକୁନେଇ ସଚେତନତା କରାଯାଇଥିଲା

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :-  ଗଜପତିଜିଲ୍ଲାଆଇନପ୍ରାଧିକରଣପକ୍ଷରୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ...

Read moreDetails

ତିତିଲି ମହାବାତ୍ୟାରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର କ୍ଷତିଗ୍ରସ୍ତ ବାରଘର ଗ୍ରାମବାସୀଙ୍କ ପାଇଁନିଆଯାଇଥିବାବିଭିନ୍ନଉନ୍ନୟନମୁଳକ କାର୍ଯ୍ୟର ସୂଚନା ଦେଲେ ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବାରଘର ଗ୍ରାମକୁ ଗତ ୨୦୧୮ ଅକ୍ଟୋବର...

Read moreDetails

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ଦଳ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :-  ପାରଳାଖେମୁଣ୍ଡି ସ୍ଥିତଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ପୁଣି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ...

Read moreDetails

ଗଜପତି ଜିଲ୍ଲାର ଲୁହାଗୁଡ଼ି ; ଚାନ୍ଦିପୁଟ ରାସ୍ତାରୁ ମୋହନା ପୋଲିସ ଏକ କାରରୁ୬୫ କିଲୋ ଗଞ୍ଜେଇ ସହ କାର ଜବତ – ୨ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ  ଚୋରା ଚାଲାଣ ହେଉଛି...

Read moreDetails

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଫଲଗୁଡ଼ା ଗ୍ରାମ ଠାରେ ସିପିଆଇ (ଏମ) ର ୫ତମ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଫଲଗୁଡା ଗ୍ରାମ ଠାରେ ସିପିଆଇ(ଏମ୍‌)ର ୫ତମ...

Read moreDetails

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡ଼ା ସ୍ଥିତ ପୋଲିସ ବେରକ୍ ପଡ଼ିଆରେ ୬୨ତମ ସହୀଦ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଠାରେ ଥିବା ପୋଲିସ ବେରାକ ପଡ଼ିଆରେ...

Read moreDetails

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ୨ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ବୁଲାଣୀ ରାସ୍ତାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା...

Read moreDetails
Page 367 of 443 1 366 367 368 443
  • Trending
  • Comments
  • Latest

Recent News