କଳାହାଣ୍ଡି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ : ପକ୍ଷରୁ ବୃକ୍ଷରୋପଣ

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ କଳାହାଣ୍ଡି :- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୫ ତମ ବର୍ଷର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବିଦ୍ୟାର୍ଥୀ ପରିଷଦ...

Read moreDetails

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/କଳାହାଣ୍ଡି :- ସମ୍ବଲପୁର ବିଶ୍ବବଦ୍ୟାଳୟରେ ଲୋକ ସଂସ୍କୃତି ଗବେଷକ ଡକ୍ଟର ଅଜିତ କୁମାର ବେହେରା "କଳାହାଣ୍ଡି ଜିଲ୍ଲାର କନ୍ଧ ସଂସ୍କୃତି :...

Read moreDetails

ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ପାଳନ

ଓଡ଼ିଶା ତାଜା ନ୍ୟୁଜ୍/୯ ଜୁଲାଇ ଶନିବାର/କଳାହାଣ୍ଡି :- ନର୍ଲା ବ୍ଳକ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷା ଓ ନିରାପତ୍ତା ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ...

Read moreDetails

ମାଟ୍ରିକ ପରୀକ୍ଷା : ରୁପ୍ରାରୋଡ ହାଇସ୍କୁଲରୁ ଜଣେ ଏ-୧ ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରକାରୀ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।...

Read moreDetails

ବାଗପୁର ଗାଁ ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ତାଜା ନ୍ୟୁଜ୍/୭ ଜୁଲାଇ ଗୁରୁବାର/କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ଗାଁ ନିକଟ ମୁଖ୍ୟ ରାଜ୍ୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ...

Read moreDetails

ସାମାଜିକ କାର୍ଯ୍ୟକ୍ରମରେ ଛତା ଓ ପାଠ୍ୟ ଉପକରଣ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍/ ୩ ଜୁଲାଇ ରବିବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଗୋପାଳ ବସ୍ତି ବାସିନ୍ଦାଙ୍କୁ ଷ୍ଟଙ୍ଗର ଟୁଗେଦର ଗ୍ରୃପ ପକ୍ଷରୁ ଏକ ସାମାଜିକ କାର୍ଯ୍ୟକ୍ରମରେ...

Read moreDetails

ନର୍ଲା,ରୁପ୍ରାରୋଡ ସମେତ ଅନ୍ୟାନ୍ୟ ସ୍ଥାନରେ ଘୋଷଯାତ୍ରା : ନର୍ଲାରେ ଦୁଇ ଦିନ ରଥଟଣା

ଓଡ଼ିଶା ତାଜା ନ୍ୟୁଜ୍/୨ ଜୁଲାଇ ଶନିବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା, ରୁପ୍ରାରୋଡ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ...

Read moreDetails

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା,ବାଇକ ଛଡ଼ାଇ ଫେରାର

ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ କଳାହାଣ୍ଡି :- ଗତକାଲି ରାତିରେ କେତେକ ଦୁର୍ବୃତ୍ତ ନର୍ଲା ମଦଭାଟି ମଧ୍ୟରେ ପଶି ଟଙ୍କା, ମୋବାଇଲ ଓ ଏକ ବାଇକ ଛଡ଼ାଇ...

Read moreDetails

ନର୍ଲାରେ ଡ୍ରେନ ବ୍ୟବସ୍ଥା ଥାଇ ରାସ୍ତାରେ ଜମୁଛି ପାଣି

ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/କଳାହାଣ୍ଡି :- ନର୍ଲା ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ଥିବା ସତ୍ବେ ରାସ୍ତା ମଝିରେ ଅପରିଷ୍କାର ଡ଼୍ରେନ ପାଣି ଜମି ରହୁଥିବା ଯୋଗୁଁ...

Read moreDetails

ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଶିଶୁ ସାମ୍ବାଦିକତା କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/କଳାହାଣ୍ଡି :- ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଏକ...

Read moreDetails
Page 35 of 82 1 34 35 36 82
  • Trending
  • Comments
  • Latest
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ   ଭାପୁର,୧୨/୦୯(ଓଡିଶା ତାଜା ନ୍ୟୂଜ ) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି. ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଭାପୁର ବ୍ଲକର ୫ ଗୋଟି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି. ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ଦୀର୍ଘ ଦିନର ଦାବି ବାସ୍ତବରେ ପୂରଣ  କରି ପ୍ରତିଶୃତି ରକ୍ଷାକଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ! ଶନିବାର ଦିନ ପୂର୍ତ୍ତବିଭାଗ ତରଫରୁ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୧୭.୬୮ କୋଟି, କଳାପଥର-ଭାପୁର ବାଇପାସ ରାସ୍ତା ୧୦.୬ କି.ମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି କରଣ ପାଇଁ ୧୮.୩୩ କୋଟି, ବିଜିପୁର-କରବର ରାସ୍ତା ୭.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୭.୪୬ କୋଟି, ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୩୪ କୋଟି ଓ ମାରଡ଼ା-ପଦ୍ମାବତୀ ୮.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୬.୫୨ କୋଟି ଟଙ୍କାର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସ୍ଥାପକ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ତହସିଲଦାର ମୋନାଲିସା ରଥ, ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୂଷଣ ରାଉତରାୟ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା,ସମାଜସେବୀ ତଥା ବରିଷ୍ଠ ଭାଜପା ନେତା ବିମ୍ବାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରତ୍ୟେକ ପ୍ରକଳ୍ପ ଉଦଘାଟନ ସମୟରେ ଶହ ଶହ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାଜା ବଜାଇ ସ୍ୱାଗତ କରି ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ନେଇଥିଲେ. ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ. ଭାପୁର ବ୍ଳକ ଅଞ୍ଚଳର ରାସ୍ତା ଘାଟକୁ ଦେଖିଲେ ୨୪ ବର୍ଷର ସରକାର କିପରି ବିକାଶ କରିଛି ତାହା ଜଳଜଳ ହୋଇ ଦେଖାଯାଉଛି. ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି. ଯାହାଫଳରେ ଗମନା ଗମନ ସୁଗମ ହୋଇପାରୁନି. ଆଜିର ଏହି ୫ଟି ପ୍ରକଳ୍ପ ଉଦଘାଟନ ଦ୍ଵାରା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କର ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସ୍ଥା ସୃଦୃଢ଼ ହେବା ସହ ଗମନାଗମନ ସୁଗମ ଏବଂ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ. ଏଥିସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ  ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା  କରିଅଛନ୍ତି  !.  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିକାଶର ଧାରା ଆଗେଇଚାଲିଛି. ଭାପୁର ବ୍ଲକ ଅଞ୍ଚଳର ଜନସାଧାରଣମାନଙ୍କର ବହୁଦିନର ପ୍ରତୀକ୍ଷା ଓ ଦାବି ପୂରଣ ହୋଇବ ବୋଲି ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ  !  !

Recent News