ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଲେଖାପାଳ ଦ୍ଵିତୀୟ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ରିସୋର୍ସ ପର୍ଶନ ହିସାବରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ନର୍ଲା ବ୍ଲକ ମ୍ୟାନେଜର ସୋନି ସିଂ ,ଥୁଆମୂଲ ରାମପୁର ବ୍ଲକର ମ୍ୟାନେଜର ଓଁପ୍ରକାଶ କୁମାର ଏବଂ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ ଶାଖାର ଫିଲଡ଼ ଅଫିସର ସୌଭାଗ୍ୟ କେଶରୀ ହୋତା ,
କେସିୟର ବିଜେଶ କୁମାର ସେଠ ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସଗାର ସାହୁ ,ମିଲନ କୁମାର ଭୋଇ , କୋପନେଶ୍ଵର ବେମାଲ ନେତାଜୀ କ୍ଲବ ବଲବସପୁରର ସଭାପତି ବିଜନ ପଧାନ, ସମ୍ପାଦକ ପ୍ରଦୀପ ପଧାନ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

© 2023 Odisha Taza News.