ବିଧାୟକ ଏହି କାମକୁ ଅନେକ ଦୂର ଅଗ୍ରଗତି କରିଥିବା ବେଳେ ବାକି ରହି ଥିବା ବନ୍ଧହୁଡାର ସମ୍ପ୍ରସାରଣ ,ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ତଥା ପକ୍କା ରାସ୍ତା ନିର୍ମାଣ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହ ନିର୍ମାଣାଧୀନ ମିନି ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ସହ ଇନଡୋରଷ୍ଟାଡି ୟମ ପାଇଁ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ ଗସ୍ତ ସମୟରେ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଅଜିତ ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପାଳ କଳାହାଣ୍ଡି, ମୁଖ୍ୟ କାର୍ଯ୍ୟ ନିଵାହୀ, ଜିଲ୍ଲାପରିଷଦ ସଦସ୍ୟ ପ୍ରମୂଖ ଉପସ୍ଥିତ ଥିଲେ ।

© 2023 Odisha Taza News.