<h4><strong><span style="color: #ff0000;"><em>୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :-</em> </span>କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଅନୁକୂଲ୍ୟରେ ଚିତ୍ରକଳା ମାଧ୍ୟମରେ ଜଳ ସଂରକ୍ଷଣ ବିଷୟରେ ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ମାନେ ସୂଚାରୁ ରୂପେ ଆଲୋଚନା କରିଥିଲେ । କିପରି ବର୍ଷା ଜଳ ସଂରକ୍ଷଣ ହେବ ସେହି ଉପରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ , </strong><img class="alignnone wp-image-99933" src="https://odishatazanews.com/wp-content/uploads/2023/02/kalahandi-4-300x185.jpg" alt="" width="714" height="440" /><strong>ବିଜ୍ଞାନ ଶିକ୍ଷକ ଗଙ୍ଗାନାରାୟଣ ଦାସ , ଇକୋ କ୍ଲବର ମୁଖ୍ୟ କୈଳାସ ଚନ୍ଦ୍ର ଭୋଇ, ଓଡ଼ିଆ ଶିକ୍ଷୟତ୍ରୀ ମିନତୀ ଶତପଥୀ ,ଅବସର ପ୍ରାପ୍ତ କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ସ୍କୁଲର ଟିଏମ କପିଳ ମଠାଳି ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ଏବଂ ଚିତ୍ରକାର ସୁନନ୍ଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।</strong><img class="alignnone wp-image-88017" src="https://odishatazanews.com/wp-content/uploads/2022/10/ODISHA-TAZANEWS-PRESS.pptx1_.pptx3_.pptx-5.pptx1_.pptx1_.pptx11-Copy-4-1-300x59.jpg" alt="" width="631" height="124" /> <img class="alignnone wp-image-99915" src="https://odishatazanews.com/wp-content/uploads/2023/02/odisha-tazanews-1-300x240.jpg" alt="" width="614" height="491" /></h4>