୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ରାଜ୍ୟ ସରକାର ଙ୍କ ଯାଜପୁର ଜିଲ୍ଲା MLA ତଥା ରାଜ୍ୟ BJD ସାଂଗଠନିକ ଦାୟିତ୍ଵ ରେ ଥିବା ପ୍ରଣବ ପ୍ରକାଶ ଦାସ ( ବବି ଭାଇ ) ଙ୍କୁ ମିଶି କୌଳିକ ବୃତ୍ତି ର ପୁନରଉଦ୍ଧାର ସହିତ କାରିଗରି କଳାକାର ଭତ୍ତା ଓ GST ଉଚ୍ଛେଦ ପାଇଁ କେନ୍ଦ୍ରସରକାର ଙ୍କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ସହାୟତା ରେ ମିଟିଂ କରାଇବା କଂସାରି ଭାଇ ଙ୍କ ଶାଳଗୃହ ନିର୍ମାଣ ରେ ୧,୨୦.୦୦୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଶାଳ ଘର୍ କୁ ତିଆରି କରିବା ନିମନ୍ତେ ଅତ୍ୟନ୍ତ କଷ୍ଟକର ହେଉଥିବା ଯୋଗୁଁ ବହୁ ସମସ୍ୟା ହେଉଥିବା ଜଣାଇଲି । କଂସାରି ବହୁଳ ଜିଲ୍ଲା ରେ ରାମେଟ୍ରାଲ ଡିପୋ କରାଇବା ସହିତ କାଠ କୋଇଲା ଡିପୋ କରାଇଲେ କଂସାରି ଜାତି ର ପୁନରଉଦ୍ଧାର ବା କୌଳିକ ବୃତ୍ତି କୁ ବଞ୍ଚାଇପାରିବା