ନାଚୁଣୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନାଚୁଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଵଡପଦର ସ୍ଥିତ ଜଗତି ପାହାଡ଼ ପାଦଦେଶରେ ଥିବା ମନ୍ଦିର କମ୍ପ୍ଲେକ୍ସ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସଂଘ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଉଦ୍ ଵୋଧନ ଦେଇଥିଲେ ।















