<h4><img class="alignnone wp-image-99704" src="https://odishatazanews.com/wp-content/uploads/2023/02/bbsr-331-300x171.jpg" alt="" width="728" height="415" /><strong><span style="color: #ff0000;"><em>୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-</em> </span>ସଚିବାଳୟ ନିକଟସ୍ଥ ୟୁନିଟ 5 ଚଣ୍ଡେଶ୍ୱର ଓ ଜଗନ୍ନାଥ ମନ୍ଦିରରେ ବାବା ଚଣ୍ଡେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ସମସ୍ତ ଉପଚାର ସହ ରୀତିନୀତି ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଂଜନ ସମାରୋହ ଅନୁଷ୍ଠିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଶିବ ଭାବନାରେ ବିମୋହିତ କରାଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l </strong><img class="alignnone wp-image-99706" src="https://odishatazanews.com/wp-content/uploads/2023/02/bbsr-333-300x216.jpg" alt="" width="851" height="613" /><strong>ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଭଜନ କୀର୍ତନ ମହାଦୀପ ଦର୍ଶନ ସହିତ ପ୍ରସାଦ ସେବନ ବ୍ୟବସ୍ଥାକୁ ଉପସ୍ଥିତ ସମସ୍ତ ଭକ୍ତ ଭୁୟସୀ ପ୍ରଶଂସା କରିଥିଲେ l ମନ୍ଦିର କମିଟି ର ସମସ୍ତ ସଦସ୍ୟ ଦିନରାତି ପରିଶ୍ରମ କରି ଜାଗର ଯାତ୍ରାକୁ ସଫଳ କରାଇଥିଲେ l</strong><img class="alignnone wp-image-89315" src="https://odishatazanews.com/wp-content/uploads/2022/11/ODISHA-TAZANEWS-PRESS-jatani.pptx5_.pptx22-Copy-300x69.jpg" alt="" width="713" height="164" /> <img class="alignnone wp-image-99106" src="https://odishatazanews.com/wp-content/uploads/2023/02/chandapur-212x300.jpg" alt="" width="657" height="930" /></h4>