No Result
View All Result
୧४ ଫେବୃଆରୀ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ଭାବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ କୋଡିନେଟର ରହିଲେ ସୁବ୍ରତ ପରିଡ଼ା । ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାଲମଡା ଗ୍ରାମ ର ସୁବ୍ରତ ଛାତ୍ର ବିଜେଡ଼ି ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିବା ସହ ସାଂସଦ ଙ୍କ କୋଡିନେଟର ଭାବେ ନୂଆଗାଁ ବ୍ଲକ୍ ରେ ନୂତନ ଦାୟିତ୍ବ ମିଳିଛି ।
ସାଂସଦ ଙ୍କ କୋଡିନେଟର ଭାବେ ଦାୟିତ୍ବ ମିଳିଥିବାରୁ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଲୋକମାନଙ୍କ ସେବା କରିବା ମୋର ଲକ୍ଷ୍ୟ ବୋଲି ସୁବ୍ରତ କହିଛନ୍ତି ।

No Result
View All Result