ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ବିକାଶ ର ଧାରା ତ୍ୱରାନ୍ୱିତ ହୋଇପାରିଛି ବୋଲି ଦଶପଲ୍ଲା ଯୁବ ବିଧାୟକ କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ବେହେରା,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା ଙ୍କ ସହିତ ବିଜେଡ଼ି ର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଅଞ୍ଚଳର ବିକାଶ ଧାରା ଚାଲୁ ରହିଛି ବୋଲି କହିଥିଲେ ।


© 2023 Odisha Taza News.