• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉତ୍ତରପ୍ରଦେଶର ପ୍ରୟାଗରାଜ ରେ ସେବା ଯୋଗାଇବାପରେ ସେଣ୍ଟ ଜୋନ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ଡିଭିଜନ ପୁରୀର ସ୍ବେଚ୍ଛାସେବୀ ମାନେ ଫେରିଆସିଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
February 11, 2023
in ଓଡ଼ିଶା, ପୁରୀ, ହୋମ୍
0
ଉତ୍ତରପ୍ରଦେଶର ପ୍ରୟାଗରାଜ ରେ ସେବା ଯୋଗାଇବାପରେ ସେଣ୍ଟ ଜୋନ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ଡିଭିଜନ ପୁରୀର ସ୍ବେଚ୍ଛାସେବୀ ମାନେ ଫେରିଆସିଛନ୍ତି
Share on FacebookShare on TwitterWhatsapp

୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଆଜି ପୁରୀ ରେଳଷ୍ଟେସନରେ ସେଣ୍ଟଜୋନ ଆମ୍ବୁଲାନ୍ସ ର ପୁରୀ ଜିଲ୍ଲା ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର ଜଗନ୍ନାଥ ଧାମ ବିଗ୍ରେଡର ସଦସ୍ୟ ଓ କମାଣ୍ଡର ଙ୍କୁ ସ୍ବାଗତ କରିଥିଲେ ଏବଂ ଭୂରି ଭୂରି ପ୍ରଶଂସା କରିଥିଲେ । ପ୍ରୟାଗରାଜ ରେ ଉତ୍ତମ କାମ କରି ସମସ୍ତଙ୍କର ଆସ୍ତାଭାଜନ ହୋଇଥିଲେ । ଗତ ୨ତାରିଖରୁ ଓଡିଶାରୁ ଯାଇ ସେଣ୍ଟଜୋନ ଆମ୍ବୁଲାନ୍ସ ର ଶିବିରରେ ଯୋଗଦାନ କରି ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ତ୍ରିବେଣୀ ସଙ୍ଗମ ରେ ସେବାକାର୍ଯ୍ୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମାକ୍ସ ବଣ୍ଟନ, ପ୍ରାଥମିକ ଚିକିତ୍ସା ସେବା ଯୋଗାଇଥିଲେ । ଏହି ଜାତୀୟ ସ୍ତରୀୟ କ୍ୟାମ୍ପରେ ଓଡିଶାରୁ ୧୦ଜଣ ଯୋଗଦାନକରି ଟେଣ୍ଟରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ରହି ଚିକିତ୍ସା ସେବା ଯୋଗାଇଥିଲେ । ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ସ୍ଵେଚ୍ଛାସେବୀ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରୟାଗ ରାଜ ର ସ୍ଥାନୀୟ ଲୋକେ ପ୍ରଶାସନ ଓ ପୋଲିସ ବିଭାଗର କର୍ମଚାରୀ ।ସେଣ୍ଟଜୋନ ର କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ ଗୋଟିଏ ଭକ୍ତ ଙ୍କ ମନି ପସ୍ ପାଇଁ ପୋଲିସ ଷ୍ଟସନରେ ଦେଇଥିଲେ ସେଥିରେ ଥିବା ଟଙ୍କା ୮୨୦ ଟଙ୍କା କୁ ପୋଲିସ ଗ୍ରହଣ କରି ଭକ୍ତ ଙ୍କୁ ଫେରାଇ ଥିଲେ ଯାହାକୁ ନେଇ ଶ୍ରୀ ଲାଲା ଅନନ୍ତ ସିଂହ ଏବଂ ସମସ୍ତ ସଦସ୍ୟଙ୍କୁ ପ୍ଳଶଂସା କରିଥିଲେ ପୋଲିସ କର୍ମଚାରୀ । ପୁରୀ ଜିଲ୍ଲାର ସେଣ୍ଟଜୋନ ଆମ୍ବୁଲାନ୍ସ ର ସହ ସମ୍ପାଦକ ଶ୍ରୀଯୁକ୍ତ ମଧୁସୂଦନ ମିଶ୍ର ତତ୍ତ୍ଵାବଧାନରେ ପୁରୀ ରୁ ୫ଜଣ ସେବାକାର ଯାଇଥିଲେ ପ୍ରୟାଗରାଜ । କମାଣ୍ଡର ଶ୍ରୀଯୁକ୍ତ ଲାଲ ଅନନ୍ତ କୁମାର ସିଂହ ସହ ଯୋଗରେ ,ବିଗ୍ରେଡ ର ମେମ୍ବର ଅଜୟ କୁମାର ପ୍ରଧାନ,ଜି .ବାପି ,ବିକ୍ରମ ବେହେରା ,ରମାକାନ୍ତ ଜେନା, ଭୁବନେଶ୍ୱର ରୁ ଡିଭିଜନ କମାଣ୍ଡର ସନ୍ତୋଷ କୁମାର ପଞ୍ଚୁଆତି,ବିଗ୍ରେଡ ମେମ୍ବର ସୂର୍ଯ୍ୟ ନାରାୟଣ ମହାରଣା,ପଦ୍ମନାଭ ମହାପାତ୍ର,ହିମାଂଶୁ ନାୟକ,ନିରୋଦ କୁମାର ଭୂୟାଁ, ତ୍ରିବେଣୀ ସଙ୍ଗମ ରେ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ । ଏବଂ ସ୍ଵଚ୍ଛା ସେବୀ ମାନଙ୍କୁ ଯଯାତି କେଶରୀ ନାୟକ,ରାଜକିସ୍ୱର୍ ମହାପାତ୍ର,ନିର୍ମଳ ପ୍ରଧାନ,ଭୀମସେନ ସାହୁ, ରବି କୁମାର ପ୍ରମୁଖ ସ୍ବାଗତ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

March 16, 2026
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version