୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଆଜି ବାଲୁଗାଁ ଏନଏସି କାଉନସିଲର ଓ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ମୁଖପାତ୍ର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ବାଲୁଗାଁ ଆଞ୍ଚଳିକ ବଜାର ସମବାୟ ସମିତି ଲିଃ ର ସଭାପତି ଶ୍ରୀମତି ସଂଯୁକ୍ତା ସ୍ୱାଇଁ ଏବଂ ମା ଜାଗୁଳାଇ ବାଲୁଗାଁ ଆଞ୍ଚଳିକ ମହିଳା ମହାସଂଘ ସଭାନେତ୍ରୀ ଶ୍ରୀମତୀ ବନିତା ପ୍ରଧାନ
ବାଲୁଗାଁ ପୋଲିସ ଥାନା ର ଇନଚାର୍ଜ ଶ୍ରୀ ରଶ୍ମି ରଞ୍ଜନ ଦାସ ମହୋଦୟ ଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ବାଲୁଗାଁ ଅଂଚଳ ରେ ନିସ୍ଵାର୍ଥପର ଭାବେ ସେବା କରୁଥିବାରୁ ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ…


© 2023 Odisha Taza News.